ETV Bharat / state

କଳାହାଣ୍ଡି ଗସ୍ତରେ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ଯୋଗାଣ କମିଶନର, ବୁଲି ଦେଖିଲେ ଧାନମଣ୍ଡି - କଳାହାଣ୍ଡି ଖବର

ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ କମିଶନର । ଉଭୟ ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

Food Supplies & Consumer Welfare Department commissioner
ମଣ୍ଡି ପରିଦର୍ଶନ
author img

By

Published : Jan 15, 2020, 11:17 PM IST

କଳାହାଣ୍ଡି: ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର କମିଶନର୍ । ଉଭୟ ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ ।

ମଣ୍ଡି ପରିଦର୍ଶନ

ପରିଦର୍ଶନ ସମୟରେ କମିଶନର ଚାଷୀଙ୍କୁ ଟୋକନ ବଣ୍ଟନ ତଥା ପଞ୍ଜିକରଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । କେନ୍ଦ୍ର ଖାଦ୍ୟ ଓ ଯୋଗାଣ ବିଭାଗରର କମିଶନର ରବିକାନ୍ତ ଓ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର କମିଶନର ଭି.ଭି ଯାଦବ ଜିଲ୍ଲାର ଉତ୍କେଲା ଓ ପାଷ୍ଟିକୁଡି ମଣ୍ଡି ପରିଦର୍ଶନ କରିଥିଲେ । କମିଶନର ଚାଷୀ ସମସ୍ୟାର ସମାଧାନ ସହ ସମସ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ଗସ୍ତରେ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର କମିଶନର।
ଆଜି ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର କମିଶନର । ଉଭୟ ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। Body:ପରିଦର୍ଶନ ସମୟରେ କମିଶନର ଚାଷୀ ଙ୍କୁ ଟୋକନ ବଣ୍ଟନ ତଥା ପଞିକରଣ ର ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । କେନ୍ଦ୍ର ଖାଦ୍ୟ ଓ ଯୋଗାଣ ବିଭାଗର ର କମିଶନର ରବିକାନ୍ତ ଓ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର କମିଶନର ଭି,ଭି ଯାଦବ ଜିଲ୍ଲାର ଉତ୍କେଲା ଓ ପାଷ୍ଟିକୁଡି ମଣ୍ଡି ପରିଦର୍ଶନ କରିଥିଲେ । Conclusion:କମିଶନର ଚାଷୀ ସମସ୍ୟା ର ସମାଧାନ ସଙ୍ଗେ ସମସ୍ତ ଚାଷୀ ଙ୍କ ଠାରୁ ଧାନ ସଂଗ୍ରହ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.