ETV Bharat / state

ମାଓ-ପୋଲିସ ମଧ୍ୟରେ ଗୁଳିବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

author img

By

Published : Mar 27, 2020, 3:05 PM IST

Updated : Mar 27, 2020, 3:23 PM IST

କଳାହାଣ୍ଡି ସଦର ଥାନା ଯୁଗସାଇପାଟଣା ଅଞ୍ଚଳରେ ପୋଲିସ ମାଓବାଦୀ ଗୁଳିବିନିମୟ । ଅଧିକ ପଢନ୍ତୁ...

aa
କଳାହାଣ୍ଡିରେ ପୋଲିସ- ମାଓବାଦୀ ଗୁଳିବିନିମୟ

ଭବାନୀପାଟଣା:ଦେଶ କୋରୋନା ସହ ମୁକାବିଲା କରୁଥିବା ବେଳେ ମାଓବାଦୀଙ୍କ ବର୍ବର କାଣ୍ଡ । କଳାହାଣ୍ଡି ସଦର ଥାନା ଯୁଗସାଇପାଟଣା ଅଞ୍ଚଳରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିୟମ ହୋଇଛି । ଏଥିରେ ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ।

କଳାହାଣ୍ଡିରେ ପୋଲିସ- ମାଓବାଦୀ ଗୁଳିବିନିମୟ

ତେବେ ଏସଓଜି ପକ୍ଷରୁ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଅପରାହ୍ନରେ ହେବାକୁ ଥିବା ସାମ୍ବାଦିକ ସମ୍ବିଳନୀରେ ଏନେଇ ସମସ୍ତ ସୂଚନା କଳାହାଣ୍ଡି ଏସପି ଦେବେ ବୋଲି କହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Last Updated : Mar 27, 2020, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.