ETV Bharat / state

ତେଲନଦୀରେ ଅଗ୍ନିଶମ ବାହିନୀର ପ୍ରଶିକ୍ଷଣ ଶିବିର - Firefighter training camp

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଗ୍ନିଶମ ବାହିନୀ ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

Firefighter training camp in kalahandi
ଅଗ୍ନିଶମ ବାହିନୀର ପ୍ରଶିକ୍ଷଣ ଶିବିର
author img

By

Published : Dec 2, 2020, 10:34 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଗ୍ନିଶମ ବାହିନୀ ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବେଲଖଣ୍ଡି ନିକଟ ତେଲ ନଦୀ ଗର୍ଭରେ ଅନୁଷ୍ଠିତ ହୋଇଥିଲା ଏହି ଦିନିକିଆ ପ୍ରଶିକ୍ଷଣ ଶିବିର ।

ଅଗ୍ନିଶମ ବାହିନୀର ପ୍ରଶିକ୍ଷଣ ଶିବିର

ବନ୍ୟା ସମୟରରେ କିପରି ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ଓ ଧନଜୀବନ ହାନିରୁ ରକ୍ଷା କରାଯାଇ ପାରିବ ସେନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନଡିଆରଏଫ ଡେପୁଟି କମାଣ୍ଡାଣ୍ଟ ଉପେନ୍ଦ୍ର ସିଂ, କେସିଙ୍ଗା ଅଗ୍ନିଶମ ଅଧିକାରୀ ଅନୀଲ ମିଶ୍ରଙ୍କ ସମେତ ଅଗ୍ନିଶମ ବାହିନୀର ଅନେକ କର୍ମଚାରୀ ଯୋଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.