ETV Bharat / state

ଅବକାରୀ ବିଭାଗ ଚଢ଼ାଉ: ନକଲି ମଦ ପ୍ରସ୍ତୁତି ସାମଗ୍ରୀ ସହ ୧୦ ଅଭିଯୁକ୍ତ ଗିରଫ - excise department raid in kalahandi

ଆକ୍ସନ ମୋଡ଼ରେ ଅବକାରୀ ବିଭାଗ ଦିନକର ୧୨ଟି ସ୍ଥାନରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ ୧୦ ଜଣ ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ

ଅବକାରୀ ବିଭାଗ ଚଢ଼ାଉ: ନକଲି ମଦ ପ୍ରସ୍ତୁତି ସାମଗ୍ରୀ ସହ ୧୦ ଅଭିଯୁକ୍ତ ଗିରଫ

author img

By

Published : Feb 1, 2022, 10:40 PM IST

ଭବାନୀପାଟଣା: ଆକ୍ସନ ମୋଡ଼ରେ ଅବକାରୀ ବିଭାଗ ଦିନକର ୧୨ଟି ସ୍ଥାନରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ ୧୦ ଜଣ ଅଭିଯୁକ୍ତ ଗିରଫ। ଶୃଙ୍ଖଳିତ ଭାବରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ନିର୍ବାଚନ ମଇଦାନରେ ଯେପରି ବେଆଇନ ମଦ କାରବାର ନ ହେବ, ତାକୁ ନେଇ ଏବେ ଆକ୍ସନ ମୋଡ଼ ରେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ।

ଅବକାରୀ ବିଭାଗ ଚଢ଼ାଉ: ନକଲି ମଦ ପ୍ରସ୍ତୁତି ସାମଗ୍ରୀ ସହ ୧୦ ଅଭିଯୁକ୍ତ ଗିରଫ

ଜିଲ୍ଲାର ଜୟପାଟଣା, ଧର୍ମଗଡ଼, କେସିଙ୍ଗା, ନର୍ଲା ,ମଦନପୁର ରାମପୁର, ଭବାନୀପାଟଣା, ଗୋଳାମୁଣ୍ଡା ଭଳି ୧୨ଟି ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ହଜାର ଲିଟର ବିଦେଶୀ ମଦ, ସହ ୪୮୦ କେଜି ମହୁଲ ପୋଚ ଜବତ କରିବା ସହ ୧୦ ଜଣ ଅଭିଯୁକ୍ତ କୁ ଗିରଫ କରିବା ରେ ସଫଳ ହୋଇଛି ଜିଲ୍ଲା ଅବକାରୀ ବିଭାଗ ।

ତେବେ ଜିଲ୍ଲାରେ ଚଳିତ ବର୍ଷ ଏହା ଅବକାରୀ ବିଭାଗର ସବୁଠୁ ବଡ଼ ଧରଣର ଚଢ଼ାଉ ହୋଇଥିବା ବେଳେ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.