ETV Bharat / state

ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛାତ୍ରଛାତ୍ରୀ ଉତ୍ସାହିତ

author img

By

Published : Dec 18, 2022, 6:29 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଳିକା ଉଚ୍ଚବିଦ୍ୟାଳୟରେ 3ଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଯୋଗଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ ।  ଅଧିକ ପଢ଼ନ୍ତୁ

ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛାତ୍ରଛାତ୍ରୀ ଉତ୍ସାହିତ
ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛାତ୍ରଛାତ୍ରୀ ଉତ୍ସାହିତ
ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛାତ୍ରଛାତ୍ରୀ ଉତ୍ସାହିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଳିକା ଉଚ୍ଚବିଦ୍ୟାଳୟରେ 3ଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଯୋଗଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ । ପରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ସମସ୍ତ ପ୍ରୋଜେକ୍ଟ ବୁଲି ଦେଖିଥିଲେ ।

ବିଜ୍ଞାନର ଅଗ୍ରଗତି ସହିତ ସଭିଏଁ ଏବେ ସ୍ମାର୍ଟ ଯୁଗରେ ପ୍ରବେଶ କରିଛନ୍ତି । ସମସ୍ତ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ହେଉଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନର ଗୁରୁତ୍ୱ ଓ ବିଜ୍ଞାନକୁ ବୁଝିବା ପାଇଁ ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ ପ୍ରୋଜେକ୍ଟମାନ ତିଆରି କରିଥିଲେ।

ଛାତ୍ରଛାତ୍ରୀ ସଡକ ସୁରକ୍ଷା, ସଂକ୍ରମଣ ପରୀକ୍ଷା ମେସିନ, ସ୍ୱଚ୍ଛ ପରିମଳ ମେସିନ ଭଳି ଅନେକ ପ୍ରୋଜେକ୍ଟ ତିଆରି କରି ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ସାମିଲ କରିଥିଲେ । ବିଜ୍ଞାନ ମେଳାରେ ଯେଉଁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ ସେହି ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବେ ବୋଲି ଘୋଷଣା କରାଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିଲା ।

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର କହିଛନ୍ତି, "ବିଜ୍ଞାନର ଭୂମିକା ସବୁ ବେଳେ ଆଗରେ ରହିଛି। 14ଶହ ଶତାବ୍ଦୀ ପରେ ଆଗ୍ନେୟିଗିରିର ଯେଉଁ ଉତ୍ପତି ହେଲା ସେଥିରେ ବିଜ୍ଞାନ ଉପରେ ସମସ୍ତଙ୍କର ବିଶ୍ବାସ ବଢ଼ିଲା। ସେହିପରି ମଣିଷର ଯାହା ସବୁ ଆବଶ୍ୟକତା ରହିଛି ସେଥିରେ ମଧ୍ୟ ବିଜ୍ଞାନର ଭୂମିକା ରହିଛି । ଅର୍ଥାତ ମଣିଷର ଯାହା ଆବଶ୍ୟକ ତାହା ବିଜ୍ଞାନ ଦେବାକୁ ସକ୍ଷମ । ତେଣୁ ବିଜ୍ଞାନକୁ ଯଦି ଠିକ୍ ଭାବେ ଆମେ ବ୍ୟବହାର କରିବା ତେବେ ମଣିଷ ସମାଜର କଲ୍ୟାଣ ନିଶ୍ଚିନ୍ତ ହେବ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.