ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କଳାହାଣ୍ଡିରେ ବିକ୍ଷୋଭ ପ୍ରଦର୍ଶନ - Layers association strikes

କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

high court bench in Kalahandi
କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦା
author img

By

Published : Feb 25, 2020, 3:31 AM IST

କଳାହାଣ୍ଡି: ଥମୁନି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବରୁ ଅନେକ ଥର ଜିଲ୍ଲା ବନ୍ଦ ପାଇଁ ଡାକରା ଦିଆଯାଇଛି। ଏହି ଆନ୍ଦୋଳକୁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ଓ ସଙ୍ଗଠନ ସମର୍ଥନ କରୁଥିବା ଓକିଲ ସଂଘ ସଭାପତି ଭବେନ୍ଦ୍ର ପଠା କହିଛନ୍ତି। ଭୌଗୋଳିକ ଦୃଷ୍ଟି କୋଣରୁ ଓ ପାଲ କମିଶନଙ୍କ ରିପୋର୍ଟ ଆଧାରରେ କଳାହାଣ୍ଡି ଜିଲ୍ଲାରେ ହିଁ ବେଞ୍ଚ ପ୍ରତିଷ୍ଠା ହେବା କଥା ବୋଲି ସଂଘ ଯୁକ୍ତି ବାଢିଛି।

ତେବେ ଦୀର୍ଘ ଦିନ ଧରି ବିକ୍ଷୋଭ, ଆନ୍ଦୋଳନ ଚାଲିଥିଲେ ମଧ୍ୟ ଏନେଇ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ସମୟ ହିଁ କହିବ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.