ETV Bharat / state

ଲକଡାଉନରେ ଅସହାୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ଯୁବକ ସଂଘ - kalahandi distirict lockdown

କଳାହାଣ୍ଡି ଜିଲ୍ଲାରେ ଉଗ୍ରରୂପ ନେବାରେ ଲାଗିଛି ମହାମାରୀ କୋରୋନା । ସେପଟେ ଲକଡାଉନ ପ୍ରଭାବରେ ବେସାହାରା ଅସହାୟ । ସହରରେ ବୁଲି ଖାଦ୍ୟ ବାଣ୍ଟୁଛି ସେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ...

ଲକଡାଉନରେ ଅସହାୟଙ୍କୁ ଯୁବକ ସଂଘ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

author img

By

Published : May 30, 2021, 8:18 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଉଗ୍ରରୂପ ନେବାରେ ଲାଗିଛି ମହାମାରୀ କୋରୋନା । ଏହାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରିଛନ୍ତି ସରକାର। ଆଉ ଲକଡାଉନର ସିଧାସଳଖ ପ୍ରଭାବ ପଡିଛି ଗରିବ ଖଟିଖିଆଙ୍କ ଉପରେ। ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ରହିଥିବା ବେଳେ ଦିଓଳି ଦି ମୁଠା ଖାଇବା ମିଳିବା ମଧ୍ୟ ଏମାନଙ୍କ ପାଇଁ ମୁସ୍କିଲ। ଏଭଳି ସ୍ଥିତିରେ ଅନେକ ସାମାଜିକ ସଂଗଠନ ପକ୍ଷରୁ ଭବାନୀପାଟଣା ସହରରେ ରନ୍ଧା ଖାଦ୍ୟ ବଣ୍ଟନ ମାଧ୍ୟମରେ ଦେବଦୂତ ସାଜିଛନ୍ତି କିଛି ସାମାଜିକ ସଂଗଠନ।

ଲକଡାଉନରେ ଅସହାୟଙ୍କୁ ଯୁବକ ସଂଘ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଲକଡାଉନ ସମୟରେ କୌଣସି ବ୍ୟକ୍ତି ଯେପରି ଭୋକରେ ନରହେ ସେଇଥିପାଇଁ ସଂଗଠନ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ବୁଲି ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଭବାନୀପାଟଣା ସହରରେ ଥିବା ବିବିସି ପଡା ଯୁବକ ସଙ୍ଘ ପକ୍ଷ । ସହର ବିଭିନ୍ନ ଗଲି କନ୍ଦିରେ ବୁଲି ଲୋକଙ୍କୁ ବଣ୍ଟନ କରୁଛନ୍ତି ସଂଗଠପର ସଦସ୍ୟ । ସଂଗଠନ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.