ETV Bharat / state

କୋରୋନା ପରିଚାଳନାରେ ଅବ୍ୟବସ୍ଥା, ଅଭିଯୋଗକାରୀ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

author img

By

Published : Jun 26, 2020, 10:47 PM IST

କୋଭିଡ ମ୍ୟାନେଜମେଣ୍ଟ ରେ ଅବ୍ୟବସ୍ଥା ଘଟଣାରେ ଅଭିଯୋଗକାରୀ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବିରୋଧୀ । ଅଧିକ ପଡନ୍ତୁ..

disorders-in-corona-management-as-show-notices-continue

କଳାହାଣ୍ଡି: କୋରୋନାକୁ ନେଇ ଆଜି ସମଗ୍ର ବିଶ୍ୱ ଚିନ୍ତିତ । କାରଣ ଏହା ଏବେ ମହାମାରୀର ରୂପ ନେଇଛି । ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ଏହା ସହ ମୃତକଙ୍କ ସଂଖ୍ୟା ମଧ୍ୟ କିଛି କାମ ନୁହେଁ । ଏ ଲଢେଇ ରେ ଶାସନ ପ୍ରଶାସନ ଠୁ ଆରମ୍ଭ କରି ସାଧରଣ ଲୋକ ଙ୍କ ସହଯୋଗ ରେ ହିଁ ଆମେ ଏଇ ବିପତ୍ତି ରୁ ମୁକୁଳି ପାରିବା । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ସବୁ ହାତକୁ ନେଇ ଥିବା ବେଳେ ଏ ଯୁଦ୍ଧର ଆଗଧାଡିର କୋରୋନା ଯୋଦ୍ଧା ଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କଡା ନିର୍ଦେଶ ଦେଇଛନ୍ତି।

କୋରୋନା ପରିଚାଳନାରେ ଅବ୍ୟବସ୍ଥା, କାରଣ ଦର୍ଶାଅ ନୋଟିସ ଜାରି
କଳାହାଣ୍ଡି କୋଭିଡ ମେଡିକାଲର ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ପ୍ରଶାସନ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ପଦକ୍ଷେପ ସବୁ ନେଉଥିବା ବେଳେ ସେପଟେ ଅଭିଯୋଗକାରୀ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୂଚନା ମିଳିଛି । ପ୍ରଶାସନର ଏଭଳି କାର୍ଯଶୈଳୀକୁ ନେଇ ବିରୋଧୀ ନିନ୍ଦା କରିବା ସହ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମତ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.