ETV Bharat / state

ଅଶ୍ଳୀଳ ଗୀତ ଗାଇ ଅଡୁଆରେ ଡୁଲେ ରାପର, ଥାନାରେ ଏତଲା - kalahandi latest news

କଳାହାଣ୍ଡି ଜିଲ୍ଲାର ବୋର୍ଡା ଗାଁରେ ରହୁଥିବା ଡୋଲେଶ୍ବର ତାଣ୍ଡି ଓରଫ ଡୁଲେ ରାପର ଅଶ୍ଳୀଳ ଗୀତ ଗାଇ ହରଡ଼ଘଣାରେ । ଏପଟେ ତାଙ୍କ ନାଁରେ ଥାନାର ଏତଲା ହୋଇଛି । ଅଧିକ ପଢନ୍ତୁ...

deule raper posting obscene songs in social media
ଅଶ୍ଳୀଳ ଗୀତ ଗାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଅଡୁଆରେ ଡୁଲେ ରାପର
author img

By

Published : May 21, 2021, 10:02 PM IST

ଭବାନୀପାଟଣା: ଅଶ୍ଳୀଳ ଗୀତ ଗାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଅଡୁଆରେ ଡୁଲେ ରାପର। କଳାହାଣ୍ଡି ଜିଲ୍ଲାର ବୋର୍ଡା ଗାଁରେ ରହୁଥିବା ଡୋଲେଶ୍ବର ତାଣ୍ଡି ଓରଫ ଡୁଲେ ରାପର ଅଶ୍ଳୀଳ ଗୀତ ଗାଇ ହରଡ଼ଘଣାରେ ।

ଅଶ୍ଳୀଳ ଗୀତ ଗାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଅଡୁଆରେ ଡୁଲେ ରାପର

କଳାହାଣ୍ଡିଆ ରାପ ଗୀତ ଗାଇ ଗତବର୍ଷ ଖପର ଘରର ରାପର ନାଁରେ ଚର୍ଚ୍ଚାରେ ଥିଲେ ଡୁଲେ ରାପର । ଏପରିକି ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ବିଶିଷ୍ଟ ଗୀତିକାର ଶୁଭେଚ୍ଛା ଦେଇଥିଲେ । ଓଡିଶାର ବିଶିଷ୍ଟ ସଙ୍ଗୀତକାରଙ୍କ ଅନେକ ଗୀତରେ ସ୍ଥାନ ପାଇଥିଲେ । ଏଭଳି ସ୍ଥିତିରେ ମହିଳାଙ୍କୁ ଅଶ୍ଳୀଳ ଚିତ୍ରଣ କରି ରାପ ସଙ୍ଗ ଗାଇ ରେକଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକି ଅତି ଘୃଣ୍ୟ କଦର୍ଯ୍ୟ ଓ ଶୁଣିବାକୁ ଉପଯୋଗୀ ନୁହଁ ତାକୁ ସେ ପୋଷ୍ଟ କରିଥିଲେ । ଏହାକୁ ଅନେକ ଲୋକ ଦେଖି ସାରିଥିଲେ ପରେ ଲୋକେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ସୋସିଆଲ ମିଡିଆ ଗ୍ରୁପରୁ ଡିଲିଟ ମଧ୍ୟ କରି ଦେଇଥିଲେ ।

ଏହାକୁ ନେଇ ଭବାନୀପାଟଣାର ମହିଳା, ବୁଦ୍ଧିଜୀବୀ ଓ କଳାକାର ସଂଘ ପକ୍ଷରୁ ତୀବ୍ର ନିନ୍ଦା କରି ଆଜି ଟାଉନ ଥାନାରେ ଏତଲା ଦେଇଛନ୍ତି । ତୁରନ୍ତ ଏଭଳି ଲୋକଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କିରଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.