ETV Bharat / state

କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଯାଞ୍ଚ କଡାକଡି

author img

By

Published : Mar 28, 2021, 9:57 PM IST

ଦୀର୍ଘଦିନର ବ୍ୟବଧାନ ପରେ 2 ଦିନ ମଧ୍ୟରେ କଳାହାଣ୍ଡିରୁ 40 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ....

କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଯାଞ୍ଚ କଡାକଡି
କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଯାଞ୍ଚ କଡାକଡି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାକୁ ଦୀର୍ଘଦିନର ବ୍ୟବଧାନ ପରେ ଫେରିଛି କୋରୋନା । ଦୁଇଦିନ ମଧ୍ୟରେ ଜିଲ୍ଲାରୁ ୪୦ ରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଲୋକେ ମଧ୍ୟ କୋରୋନା କଟକଣା ଓ ସଚେତନତାକୁ ମଧ୍ୟ ଭୁଲିଯାଇଥିବା ଦେଖିବାକୁ ମିଳୁଛି ।

କାଁ ଭାଁ ଲୋକେ ମାସ୍କ ବ୍ୟବହାର କରୁଥିବା ବେଳେ ସାମାଜିକ ଦୂରତାତୁ ଗୁରୁତ୍ୱ ଦେଉନଥିବା ମଧ୍ୟ ସାମ୍ନାକୁ ଆସିଛି । ଏଭଳି ଲାଗିରହିଲେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ବୁଦ୍ଧିଯିବିଙ୍କ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ସଂକ୍ରଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଭବାନୀପାଟଣା ପୌର ବିଭାଗ ପକ୍ଷରୁ ଡାକବାଜୀ ଯନ୍ତ୍ର ଯୋଗେ ସଚେତନ କରାଯିବା ମାସ୍କ ଚେକିଂ ମଧ୍ୟ କରାଯାଉଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.