ETV Bharat / state

ଗୀତଗାଇ ସଚେତନତାର ବାର୍ତ୍ତା ବାଣ୍ଟିଲେ ଥାନା ଅଧିକାରୀ

author img

By

Published : Apr 23, 2020, 10:19 AM IST

ଭବାନୀପାଟଣା ଟାଉନ ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ଗୀତ ଗାଇ କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ।

ଗୀତଗାଇ ସଚେତନତାର ବାର୍ତ୍ତା  ବାଣ୍ଟିଲେ ଥାନା ଅଧିକାରୀ
corona-awarness-by-police-at-bhawanipatna

କଳାହାଣ୍ଡି: ଗୀତଗାଇ ସଚେତନତାର ବାର୍ତ୍ତା ବାଣ୍ଟୁଛି ପୋଲିସ । କୋରୋନା ମହାମାରୀ ଏବେ ସାରା ବିଶ୍ବ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । କିପରି ଏହାକୁ ମାତ ଦିଆଯିବ ସେନେଇ ସମସ୍ତେ ନିଜ ନିଜ ସ୍ତରରେ ପ୍ରୟାସ କରୁଛନ୍ତି ।

ଗୀତଗାଇ ସଚେତନତାର ବାର୍ତ୍ତା ବାଣ୍ଟିଲେ ଥାନା ଅଧିକାରୀ

କୋରୋନା ସଂକ୍ରମଣରୁ ଲୋକଙ୍କୁ କେମିତି ସତର୍କ କରାଯିବ ଏବଂ ଏହା ସହିତ ଲୋକେ କିଭଳି ସଚେତନ ହେବେ ସେନେଇ ଭବାନୀପାଟଣା ଟାଉନ ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ଗୀତ ଗାଇଛନ୍ତି ।

ଗୀତଗାଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଥାନା ଅଧିକାରୀ । ଯାହା ଏବେ ଜିଲ୍ଲାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କଳାହାଣ୍ଡିରୁ ଅଜିତ ସିଂଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.