ETV Bharat / state

କଳାହାଣ୍ଡିରେ ମଞ୍ଜଥରା ଜାଡ: କାଲୁଆ ପବନ ସାଙ୍ଗକୁ ଘନ କୁହୁଡି - କଳାହାଣ୍ଡି ଖବର

ଗତ କିଛି ଦିନ ହେବ କଳାହାଣ୍ଡିରେ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରହୁଛି। ଯାହାଫଳରେ ଜିଲ୍ଲାରେ ପ୍ରବଳ ଶୀତ ଅନୂଭୁତ ହେଉଛି। ସକାଳ ୮ ଟା ପୂର୍ବରୁ ଲୋକଙ୍କ ଘରୁ ବାହାରକୁ ବାହାରିବା ମୁସକିଲ। ଅଧିକ ଖବର ପଢନ୍ତୁ...

winter
କଳାହାଣ୍ଡିରେ ମଞ୍ଜଥରା ଜାଡ-ଜନଜୀବନ ଅସ୍ତବ୍ୟସ୍ତ
author img

By

Published : Jan 11, 2020, 2:56 PM IST

ଭବାନୀପାଟଣା: କଳାହାଣ୍ଡିରେ ଜିଲ୍ଲାରେ ଗତ କିଛି ଦିନ ହେବ ପାରଦ ୧୦ ଡିଗ୍ରୀ ତଳେ ରହୁଛି । ଯାହାଫଳରେ ଜିଲ୍ଲାରେ ପ୍ରବଳ ଶୀତ ଅନୂଭୁତ ହେଉଛି। ଥୁଆମୂଳ ରାମପୁରରେ ତାପମାତ୍ରା ୪ ଡିଗ୍ରୀ ରହିଥିବାବେଳେ କାଲୁଆ ପବନ ସାଙ୍ଗକୁ ତୁଷାରପାତ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି ।

କଳାହାଣ୍ଡିରେ ମଞ୍ଜଥରା ଜାଡ-ଜନଜୀବନ ଅସ୍ତବ୍ୟସ୍ତ

ସନ୍ଧ୍ୟା ୫ଟା ରୁ ଶୀତର ମାତ୍ରା ଅନୁଭୁତ ହେଉଥିଲେ ହେଁ ସକାଳ ପ୍ରାୟ ୮ ଟା ଯାଏଁ କୁହୁଡିର ଏକ ଆବରଣ ଶୀତକୁ ଦ୍ବିଗୁଣିତ କରିଦେଉଛି । ଜରୁରୀ କାମ ଥିଲେ ହେଁ ଲୋକେ ଘରୁ ପାଦ କାଢୁଥିବାବେଳେ ୮ ଟା ପୂର୍ବରୁ ଘରୁ ବାହାରକୁ ବାହାରିବା ମୁସକିଲ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:କଳାହାଠି ରେ ମଞ୍ଜଥରା ଜାଡ-ଜନଜୀବନ ଅସ୍ତବ୍ୟସ୍ତ ।
କଲାହାଠି ଜିଲ୍ଲା ରେ ଗତ କିଛି ଦିନ ହେବ ପାରଦ ୧୦ ଡିଗ୍ରୀ ତଳେ ରହୁଛି ।ଫଳରେ ଜିଲ୍ଲା ରେ ପ୍ରବଳ ଶୀତ ଅନୂଭୁତ ହେଉଛି ।ଥୁଆମୂଳ ରାମପୁର ରେ ତାପମାତ୍ରା ୪ ଡିଗ୍ରୀ ରହିଥିବା ବେଳେ କାଲୁଆ ପବନ ସାଙ୍ଗକୁ ତୁଷାରପାତ ଜନ ଜୀବନ କୁ ଅସ୍ତବ୍ୟସ୍ତ କରିଦେଇଛି ।Body:ସଂଧ୍ୟା ୫ ଟା ରୁ ଶୀତ ର ମାତ୍ରା ଅନୁଭୁତ ହେଉଥିଲେ ହେଁ ସକାଳ ପ୍ରାୟ ୮ ଟା ଯାଏଁ କୁହୁଡି ର ଏକ ଆବରଣ ଶୀତ କୁ ଦ୍ୱିଗୁଣିତ କରିଦେଉଛି ।ଜରୁରୀ କାମ ଥିଲେ ହେଁ ଲୋକେ ଘରୁ ପାଦ କାଢୁଥିବା ବେଳେ ୮ ଟା ପୂର୍ବରୁ ବାହାରକୁ ବାହାରିବା ମୁସକିଲ ।ତେବେ ଗାମାଞ୍ଚଳ ରେ ମଧ୍ୟ ଅବସ୍ଥା ସମାନ ।Conclusion:ଡେଫର୍ଡ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.