ETV Bharat / state

ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ଅନ୍ତର୍ଗତ ଇଟିଇଆଇ ସ୍କୁଲ୍ ପରିସରରେ ପୋଲିସ ବିଭାଗ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଅଧିକ ପଢନ୍ତୁ...

author img

By

Published : Feb 16, 2020, 8:19 AM IST

blood donation camp by kalahandi police
ପୋଲିସ ବିଭାଗ ପକ୍ଷରୁ ମେଗା ରକ୍ତ ଦାନ ଶିବିର

କଳାହାଣ୍ଡି: ପୋଲିସ ବିଭାଗ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ଅନ୍ତର୍ଗତ ଇଟିଇଆଇ ସ୍କୁଲ୍ ପରିସରରେ ପୋଲିସ ବିଭାଗ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛିl

ପୋଲିସ ବିଭାଗ ପକ୍ଷରୁ ମେଗା ରକ୍ତ ଦାନ ଶିବିର

କଳାହାଣ୍ଡି ପୋଲିସ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ l କଳାହାଣ୍ଡି ଜିଲ୍ଲାରେ ରକ୍ତାଭାବକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ପାଇଁ ଏହି ମେଗା ରକ୍ତଦାନ ଶିବିର କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି l

ସେପଟେ ଧର୍ମଗଡ଼ର ବିଭିନ୍ନ ସଂଗଠନ ଜଗନ୍ନାଥ ସେବା ସମିତି, ଧର୍ମଗଡ଼ ସାମ୍ବାଦିକ ସଂଘ, ମାରୱାଡ଼ି ଯୁବ ମଞ୍ଚ, ମହିଳା ମଞ୍ଚ, କାଳୀ କୃଷ୍ଣ ସଂଘ, ସତ୍ୟ ସାଇ ସେବା ସମିତି ସାମିଲ ହୋଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.