ETV Bharat / state

ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବିରୋଧ, ନିନ୍ଦା କଲା କଳାହାଣ୍ଡି ବାର ଆସୋସିଏସନ

author img

By

Published : May 21, 2022, 1:32 PM IST

ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଘଟଣା(Permanent high court bench in Western Odisha) । ଏହାକୁ ତିବ୍ର ନିନ୍ଦା କରିଛି କଳାହାଣ୍ଡି ବାର ଆସୋସିଏସନ ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବିରୋଧ, ପ୍ରତିକ୍ରିୟା ରଖିଲା ହାଇକୋର୍ଟ ବାର ଆସୋସିଏସନ

ଭବାନୀପାଟଣା: ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନକରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଛି । ଯେଉଁଥିରେ ବେଞ୍ଚ ପ୍ରତିଷ୍ଠାକୁ ସ୍ବୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହାକୁ ନେଇ କଳାହାଣ୍ଡି ବାର ଆସୋସିଏସନ ତୀବ୍ର ନିନ୍ଦା କରିଛି ।

ତେବେ ଗତକାଲି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲା ବାର ଆସୋସିଏସନ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏହି ସମ୍ମିଳନୀରେ ଜିଲ୍ଲା ଓକିଲ ସଂଘ ସଭାପତି ସୁବ୍ରତ ବୋହିଦାର, ବରିଷ୍ଠ ଆଇନଜୀବୀ ଦେବେନ୍ଦ୍ର ମହାନ୍ତିଙ୍କ ସମେତ ସମସ୍ତ ବାର କାଉନସିଲର ସଦସ୍ୟ ଉପସ୍ଥିତ ଥିଲେ। ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନକରିବା ପାଇଁ ଦେଇଥିବା ପ୍ରସ୍ତାବକୁ ବିରୋଧ କରିବା ସହ କଳାହାଣ୍ଡି ଜିଲ୍ଲାରେ ସିତୀୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଦାବି କରିଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.