ETV Bharat / state

ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା

author img

By

Published : Mar 5, 2021, 11:42 AM IST

ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା। ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଘରୋଇକରଣ ହେଲେ ଗ୍ରାହକ ସେବାରେ ପ୍ରଭାବିତ ହେବା ସହ ନିଯୁକ୍ତି ସଙ୍କୁଚିତ ହେବା ସହ ସରକାରଙ୍କ ବିଭିନ୍ନ ଯୋଜନା ସଫଳ ରୂପାୟନ ହେବାରେ ସମସ୍ୟା ଦେଖାଦେବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ...

ବ୍ୟାଙ୍କ ଘରୋଇକରଣ  ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା
ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା

ଭବାନୀପଟଣା: ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା। UFBU ଡାକରାରେ ଆଜି କଳାହାଣ୍ଡି ଜିଲ୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ଆମରଣ ଅନଶନ।

ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀ ଭବାନୀପାଟଣା ମୁଖ୍ୟ କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାରେ ବସିବା ସହର ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଘରୋଇକରଣ ହେଲେ ଗ୍ରାହକ ସେବାରେ ପ୍ରଭାବିତ ହେବା ସହ ନିଯୁକ୍ତି ସଙ୍କୁଚିତ ହେବା ସହ ସରକାରଙ୍କ ବିଭିନ୍ନ ଯୋଜନା ସଫଳ ରୂପାୟନ ହେବାରେ ସମସ୍ୟା ଦେଖା ଦେବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି। ଏହି ଧାରଣରେ ଅନେକ ବ୍ୟାଙ୍କ କର୍ମଚାରୀ ଯୋଗ ଦେଇଥିଲେ।

କଳାହାଣ୍ଡିରୁ ଅଜିତ୍‌ ସିଂ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.