ETV Bharat / state

ବନ ମହୋତ୍ସବ ପାଳିଲା କଳାହାଣ୍ଡି ସ୍ବୟଂଶାସିତ ମହାବିଦ୍ୟାଳୟ - Bana mahotsav

କଳାହାଣ୍ଡି ସ୍ବୟଂଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ବୃକ୍ଷରୋପଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 7, 2019, 8:47 PM IST

କଳାହାଣ୍ଡି: ଜିଲ୍ଲାର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ବନବିଭାଗ ପକ୍ଷରୁ ୭୦ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଜଜ ଶିଶିର ରଥ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ବୃକ୍ଷରୋପଣ କରିଥିଲେ । ପରେ କଲେଜ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ଓ ପ୍ରକୃତି ବନ୍ଧୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହ ଜଙ୍ଗଲ ସମ୍ପଦର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:SLUG-ବନ ମୋହସବ ପାଳିତ।
REPORTER-ଅଜିତ ସିଂ
PLACE-କଳାହାଣ୍ଡି
ANCHOR-କଳାହାଣ୍ଡି ଜିଲ୍ଲା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ରେ ବନବିଭାଗ ପକ୍ଷରୁ ୭୦ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଜଜ ଶିଶିର ରଥ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ବୃକ୍ଷରୋପଣ କରିଥିଲେ।ବୃକ୍ଷରୋପଣ ପରେ କଲେଜ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବନବିଭାଗ କର୍ମଚାରୀ ଓ ପ୍ରକୃତି ବନ୍ଧୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଜଙ୍ଗଲ ସମ୍ପଦ ର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବାଇଟ-ଅଭିରାମ ନାଏକ(ଆଞ୍ଚଳିକ ବନସଂଗ୍ରକ୍ଷକ କଳାହାଣ୍ଡି)Body:SLUG-ବନ ମୋହସବ ପାଳିତ।
REPORTER-ଅଜିତ ସିଂ
PLACE-କଳାହାଣ୍ଡି
ANCHOR-କଳାହାଣ୍ଡି ଜିଲ୍ଲା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ରେ ବନବିଭାଗ ପକ୍ଷରୁ ୭୦ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଜଜ ଶିଶିର ରଥ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ବୃକ୍ଷରୋପଣ କରିଥିଲେ।ବୃକ୍ଷରୋପଣ ପରେ କଲେଜ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବନବିଭାଗ କର୍ମଚାରୀ ଓ ପ୍ରକୃତି ବନ୍ଧୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଜଙ୍ଗଲ ସମ୍ପଦ ର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବାଇଟ-ଅଭିରାମ ନାଏକ(ଆଞ୍ଚଳିକ ବନସଂଗ୍ରକ୍ଷକ କଳାହାଣ୍ଡି)Conclusion:SLUG-ବନ ମୋହସବ ପାଳିତ।
REPORTER-ଅଜିତ ସିଂ
PLACE-କଳାହାଣ୍ଡି
ANCHOR-କଳାହାଣ୍ଡି ଜିଲ୍ଲା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ରେ ବନବିଭାଗ ପକ୍ଷରୁ ୭୦ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଜଜ ଶିଶିର ରଥ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ବୃକ୍ଷରୋପଣ କରିଥିଲେ।ବୃକ୍ଷରୋପଣ ପରେ କଲେଜ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବନବିଭାଗ କର୍ମଚାରୀ ଓ ପ୍ରକୃତି ବନ୍ଧୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଜଙ୍ଗଲ ସମ୍ପଦ ର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବାଇଟ-ଅଭିରାମ ନାଏକ(ଆଞ୍ଚଳିକ ବନସଂଗ୍ରକ୍ଷକ କଳାହାଣ୍ଡି)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.