ETV Bharat / state

କଳାହାଣ୍ଡିରେ ଲୋକଙ୍କୁ ସଚେତନତାର ବାର୍ତ୍ତା, ବଣ୍ଟା ହେଲା ମାଗଣା ମାସ୍କ

author img

By

Published : Apr 14, 2020, 11:31 PM IST

Updated : Apr 15, 2020, 9:03 PM IST

ରାଜ୍ୟବାସୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ କଳାହାଣ୍ଡି କାରଣ ସମାଜ ପକ୍ଷରୁ ସାପ୍ତାହିକ ହାଟରେ ଲୋକଙ୍କୁ ସଚେତନ କରାଯିବା ସହ ବଣ୍ଟାଯାଇଛି ମାଗଣା ମାସ୍କ ।

kalahandi lockdown, corona awareness in kalahandi, free mask distribution in kalahandi, kalahandi latest news, କଳାହାଣ୍ଡିରେ ଲକଡାଉନ, କଳାହାଣ୍ଡିରେ କୋରୋନା ସଚେତନତା, କଳାହାଣ୍ଡିରେ ମାଗଣା ମାସ୍କ ବଣ୍ଟନ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌
କଳାହାଣ୍ଡିରେ ଲୋକଙ୍କୁ ସଚେତନତାର ବାର୍ତ୍ତା, ବଣ୍ଟା ହେଲା ମାଗଣା ମାସ୍କ

ଭବାନୀପାଟଣା: ରାଜ୍ୟବାସୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯେଉଁ ବ୍ୟକ୍ତି 3 ଥର ମାସ୍କ ନ ପିନ୍ଧି ଧରାପଡିବେ ସେମାନେ 200 ଟଙ୍କା ଫାଇନ ଦେବେ ଓ 3ରୁ ଅଧିକ ଥର ନିୟମ ଉଲ୍ଲଂଘନକାରୀଙ୍କୁ 500 ଟଙ୍କା ଫାଇନ ଚାର୍ଜ କରାଯିବ । ଏନେଇ କଳାହାଣ୍ଡି କାରଣ ସମାଜ ପକ୍ଷରୁ ସାପ୍ତାହିକ ହାଟରେ ଲୋକଙ୍କୁ ସଚେତନ କରାଯିବା ସହ ବଣ୍ଟାଯାଇଛି ମାଗଣା ମାସ୍କ ।

କୋଭିଡ-19 ଅଧିନିୟମ ଆଧାରରେ ରାଜ୍ୟରେ ମାସ୍କକୁ ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କରାଯିବା ପରେ ବିଭିନ୍ନ ଜିଲ୍ଲାରେ ଏହି ନିୟମର କଡାକଡି ପାଳନ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାବାସୀ ମଧ୍ୟ ଏହି ନିୟମକୁ କଡାକଡି ଭାବେ ପାଳନ କରୁଛନ୍ତି । ଭବାନୀପାଟଣା ସାପ୍ତାହିକ ହାଟରେ ଲୋକେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

ସେପଟେ କଳାହାଣ୍ଡି କାରଣ ସମାଜ ପକ୍ଷରୁ ସାପ୍ତାହିକ ହାଟରେ ଲୋକଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ ସଚେତନ କରାଯିବା ସହ ମାଗଣା ମାସ୍କ ବଣ୍ଟା ଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Apr 15, 2020, 9:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.