ETV Bharat / state

ମିଲ ପରିସରରୁ କାର୍ଯ୍ୟରତ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର

author img

By

Published : Mar 18, 2020, 2:54 AM IST

କଳାହାଣ୍ଡି କେସିଙ୍ଗା ଥାନା ଚିଚର୍ଲା ଧାନ ମିଲ ପରିସର କାର୍ଯ୍ୟରତ ଜଣେ ଶ୍ରମିକ କହ୍ନାଇ ମେହେରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଧିକ ପଢନ୍ତୁ...

ମିଲ ପରିସରରୁ କାର୍ଯ୍ୟରତ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର
ମିଲ ପରିସରରୁ କାର୍ଯ୍ୟରତ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର

କଳାହାଣ୍ଡି: ମିଲ ପରିସରରୁ ଉଦ୍ଧାର ହେଲା ମୃତ ଦେହ । କଳାହାଣ୍ଡି କେସିଙ୍ଗା ଥାନା ଚିଚର୍ଲା ଧାନ ମିଲ ପରିସର କାର୍ଯ୍ୟରତ ଜଣେ ଶ୍ରମିକ କହ୍ନାଇ ମେହେରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି ।

ମିଲ ପରିସରରୁ କାର୍ଯ୍ୟରତ ଶ୍ରମିକ କହ୍ନାଇଙ୍କୁ ମୁର୍ମୁଶ ଅଵସ୍ଥାରେ ଉଦ୍ଧାର କରି ଉତକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, କାର୍ଯ୍ୟରତ ଶ୍ରମିକଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣା ପଡି ନଥିବାବେଳେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଧରି ମେଡିକାଲରେ ଧାରଣାରେ ବସିଥିଲେ । ପରେ ମେଡିକାଲରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.