ETV Bharat / state

‘5T’ ଛାଟ; ଅଭିଯୋଗକାରୀଙ୍କୁ ଖରାପ ବ୍ୟବହାର କରି 4 ପୋଲିସ ନିଲମ୍ବିତ - ପୋଲିସ କର୍ମଚାରୀଙ୍କୁ 5T ଛାଟ

ପୋଲିସ କର୍ମଚାରୀଙ୍କ ଉପରେ 5ଟି ଛାଟ । ଅଭିଯୋଗକାରୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କୁ ଖରାପ ବ୍ୟବହାର କରିବା ନେଇ ୪ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ଅଧିକ ପଢନ୍ତୁ...

ପୋଲିସ କର୍ମଚାରୀଙ୍କୁ 5T ଛାଟ
ପୋଲିସ କର୍ମଚାରୀଙ୍କୁ 5T ଛାଟ
author img

By

Published : Aug 5, 2021, 8:26 AM IST

Updated : Aug 5, 2021, 8:34 AM IST

ଭବନୀପାଟଣା: ପୋଲିସ କର୍ମଚାରୀଙ୍କ ଉପରେ 5ଟି ଛାଟ । ଅଭିଯୋଗକାରୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କୁ ଖରାପ ବ୍ୟବହାର କରିବା ନେଇ ୪ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ଅଭିଯୋଗକାରୀଙ୍କୁ ଖରାପ ବ୍ୟବହାର କରି 4 ପୋଲିସ ନିଲମ୍ବିତ

ଲୋକଙ୍କୁ ସବୁ କ୍ଷେତ୍ରରେ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ୫ଟି ଯୋଜନା ରହିଛି । ଯେଉଁଥିରେ ରାଜ୍ୟର ସମସ୍ତ ଥାନାକୁ ଅନ୍ତର୍ଭୃକ୍ତ କରାଯାଇଛି । କଳାହାଣ୍ଡି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଥିବା ମୋ ସରକାର କଲସେଣ୍ଟର ପକ୍ଷରୁ ଥାନାକୁ ଅଭିଯୋଗ ନେଇ ଆସିଥିବା ଲୋକଙ୍କୁ ପୋଲିସ ଷ୍ଟେସନରେ ଖରାପ ବ୍ୟବହାର ଓ ସହଯୋଗ କରାଯାଉ ନଥିବା ନେଇ ମତାମତ ସଂଗ୍ରହ ଯାଇଥିଲା । ଏନେଇ ଅଭିଯୋଗ ହେବା ପରେ ସଂପୃକ୍ତ 4 ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ ।

ନିଲମ୍ବିତ ୪ ଜଣ ପୋଲିସ ଅଧିକାରୀ ହେଲେ ଜୟପାଟଣା ଥାନାରେ କାର୍ଯରତ ପୋଲିସ ଏଏସଆଇ ସନ୍ତୋଷ ସାହୁ, କନେଷ୍ଟବଳ ସୂର୍ୟନାରାୟଣ ମିଶ୍ର, ହେମନ୍ତ ବାଗ ଓ OAPF ଯବାନ ଦେବରାଜ ନାଏକ ।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ

Last Updated : Aug 5, 2021, 8:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.