ETV Bharat / state

କଳାହାଣ୍ତିରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jul 17, 2020, 7:14 AM IST

କଳାହାଣ୍ତିରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ । ଉଭୟଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତର କଲା ପ୍ରଶାସନ । ଜିଲ୍ଲାରେ ସୁସ୍ଥ ହାର ୯୩ ପ୍ରତିଶତ ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ....

2 more corona positive identified in kalahandi
କଳାହାଣ୍ତିରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା : କଳାହାଣ୍ତି ଜିଲ୍ଲାରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନର ଚିନ୍ତା ବଢିଯାଇଥିବା ବେଳେ ସହରବାସୀ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ଧର୍ମଗଡ଼ ଏନଏସିର ୩ ଓ ୭ ନମ୍ବର ୱାର୍ଡରେ ଦୁଇଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀ ଫେରନ୍ତା ଯୁବକ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ତାଙ୍କର ରିପୋର୍ଟ ପଜେଟିଭ ଆସିଛି । ସେହିପରି, ଅନ୍ୟ ଜଣେ ଯୁବକ ପୂର୍ବ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଉଭୟଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପରିବାର ବର୍ଗକୁ ସଙ୍ଗରୋଧରେ ରଖାଯାଇଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ରହିଥିବା ବେଳେ ୭୯ ଜଣ ସୁସ୍ଥ ହୋଇଛନ୍ତି । ଏବଂ ୬ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସୁସ୍ଥ ହାର ୯୩ ପ୍ରତିଶତ ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.