ETV Bharat / state

କଳାହାଣ୍ଡିରେ କୋରୋନା କହର, ଭବାନୀପାଟଣାରେ ଗୋଷ୍ଠୀ ସଂକ୍ରମଣ ଭୟ

author img

By

Published : Nov 10, 2020, 9:54 PM IST

କଳାହାଣ୍ଡିରେ କାୟା ବଢାଇଚାଲିଛି କୋରୋନା । ଆଜି ପୁଣି ୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାରରୁ ଉର୍ଦ୍ଧ୍ବକୁ ପହଞ୍ଚିଛି । ଅଧିକ ପଢନ୍ତୁ..

କଳାହାଣ୍ଡିରେ କୋରୋନା କହର , ଭବାନୀପାଟଣାରେ ଗୋଷ୍ଠୀ ସଂକ୍ରମଣ ଭୟ

କଳାହାଣ୍ଡି: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି କୁ ନେଇ ବଢୁଛି ଚିନ୍ତା । ବିଶେଷ କରି ଭବାନୀପାଟଣାରେ ଗୋଷ୍ଠୀ ସଂକ୍ରମଣ କାୟା ବିସ୍ତାର ନେଇ ଉପୁଜିଛି ଆଶଙ୍କା । ଆଉ ଏ ସବୁ ଏବେ ପାଲଟିଛି ପ୍ରଶାସନର ମୁଣ୍ଡ ବିନ୍ଧା । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ।

ମଙ୍ଗଳବାର ଜିଲ୍ଲାରେ ପୁଣି ୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାରରୁ ଉର୍ଦ୍ଧ୍ବକୁ ପହଞ୍ଚିଛି । ସେହିପରି ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି ଓ ୨ ହଜାର ୪୬୨ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.