ETV Bharat / state

ଅବକାରୀ ବିଭାଗର ଚଢାଉ, ୧୫୦ ଲିଟର ଦେଶୀ ମଦ ଜବତ

କଳାହାଣ୍ଡି ଜିଲ୍ଲାରେ ଏବେ ବେଆଇନ ଭାବେ ବହୁଳ ମାତ୍ରାରେ ମଦ ବିକ୍ରି ଚାଲିଛି । ସେଥିପାଇଁ ଗୁରୁବାର ଜୟପାଟଣା ଅବକାରୀ ଅଧିକାରୀ ସୁରେନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଧର୍ମଗଡ଼, ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଚାରିଟି ସ୍କ୍ବାର୍ଡ ଗଠନ କରି ଚଢାଉ କରାଯାଇଥିଲା । ଯେଉଁଥିରେ ୧୫୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଅଧିକ ପଢନ୍ତୁ...

150 liter wine seized by correction department
ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୧୫୦ ଲିଟର ଦେଶୀ ମଦ ଜବତ
author img

By

Published : Apr 9, 2020, 8:45 PM IST

ଭବାନୀପାଟଣା: କୋରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ମଦ ବ୍ୟବସାୟୀ । କଳାହାଣ୍ଡି ଜିଲ୍ଲାରେ ଏବେ ବେଆଇନ ଭାବେ ବହୁଳ ମାତ୍ରାରେ ମଦ ବିକ୍ରି ଚାଲିଛି । ସେଥିପାଇଁ ଗୁରୁବାର ଜୟପାଟଣା ଅବକାରୀ ଅଧିକାରୀ ସୁରେନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଧର୍ମଗଡ଼, ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଚାରିଟି ସ୍କ୍ବାର୍ଡ ଗଠନ କରି ଚଢାଉ କରାଯାଇଥିଲା ।

ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୧୫୦ ଲିଟର ଦେଶୀ ମଦ ଜବତ

ଚଡାଉ ସମୟରେ ପ୍ରାୟ ୧୫୦ ଲିଟର ଦେଶୀ ମଦ ସହ ବହୁ ମାତ୍ରାରେ ମହୁଲ ପୋଚ ନଷ୍ଟ କରାଯାଇଥିବା ଶ୍ରୀ ମୁଣ୍ଡା ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ଦୁଇଟି ବାଇକକୁ ଜବତ କରାଯାଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.