ETV Bharat / state

ବ୍ରଜରାଜନଗରରୁ ପଶ୍ଚିମବଙ୍ଗ ଗଲେ 30ରୁ ଉର୍ଦ୍ଧ୍ବ ଶ୍ରମିକ - jharsuguda lockdown

ବ୍ରଜରାଜନଗରରୁ ପଶ୍ଚିମବଙ୍ଗ ଗଲେ ଶ୍ରମିକ । ଲକ ଡାଉନ ଯୋଗୁଁ ରହିଥିଲେ ଫସି। ଅଧିକ ପଢନ୍ତୁ...

Workers from Brajrajnagar went to West Bengal
ବ୍ରଜରାଜନଗରରୁ ପଶ୍ଚିମବଙ୍ଗ ଗଲେ 30ରୁ ଅଧିକ ଶ୍ରମିକ
author img

By

Published : May 8, 2020, 4:54 PM IST

ଝାରସୁଗୁଡା: ବ୍ରଜରାଜନଗରରୁ ପଶ୍ଚିମବଙ୍ଗ ଗଲେ ଶ୍ରମିକ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳ ରହି ବିଭିନ୍ନ କାମ କରୁଥିବା ପଶ୍ଚିମବଙ୍ଗର ୩୦ ରୁ ଅଧିକ ଶ୍ରମିକ ଜିଲ୍ଲା ପ୍ରଶାସନ ଅନୁମତି ପରେ ସ୍ଥାନୀୟ ହରିଓମ ବିହାରରୁ ଏକ ବସ ଯୋଗେ ବାହାରିଯାଇଛନ୍ତି । ସେମାନେ ଏଠାରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ହେଲେ ଲକଡାଉନ ଯୋଗୁଁ ସେମାନଙ୍କ କାମ ବନ୍ଦ ହୋଇଯାଇଥିଲା ।

ବ୍ରଜରାଜନଗରରୁ ପଶ୍ଚିମବଙ୍ଗ ଗଲେ 30ରୁ ଅଧିକ ଶ୍ରମିକ

କାମଧନ୍ଦା ନ ଥିବାରୁ ଶ୍ରମିକମାନେ ଘରେ ବସିଥିଲେ । ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ସେମାନଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା । ସେମାନେ ସମସ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ପଶ୍ଚିମବଙ୍ଗ ଫେରିବା ପାଇଁ । ପରେ ଦୁଇ ରାଜ୍ୟ ଅନୁମତି ପରେ ସେମାନେ ପୌରପରିଷଦ ଇଓ ଦିଲିପ ପଟେଲଙ୍କ ସହଯୋଗରେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.