ETV Bharat / state

ଆଜି ଝାରସୁଗୁଡାରେ ଉଦଘାଟନ ହେବ କୋଭିଡ ହସ୍ପିଟାଲ

author img

By

Published : Apr 22, 2020, 2:25 PM IST

Updated : Apr 22, 2020, 3:13 PM IST

ଝାରସୁଗୁଡାରେ କୋଭିଡ ହସ୍ପିଟାଲ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଆଜି ଝାରସୁଗୁଡାରେ ଉଦଘାନ ହେବ କୋଭିଡ ହସ୍ପିଟାଲ

ଝାରସୁଗୁଡା: ଆଜି ଉଦଘାଟନ ହେବ ଝାରସୁଗୁଡା କୋଭିଡ ହସ୍ପିଟାଲ । ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ 110 ଶଯ୍ୟା ବିଶିଷ୍ଟ କୋଭିଡ-ହସ୍ପିଟାଲରେ ପରିଣତ କରାଯିବ । ଯାହାକୁ ଆଜି ଅପରାହ୍ନ 4ଟାରେ ଭିଡିଓ କନଫରେନ୍ସି ଜରିଆରେ ଉଦଘାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଝାରସୁଗୁଡାରେ ଉପସ୍ଥିତ ରହିବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ଆଜି ଝାରସୁଗୁଡାରେ ଉଦଘାଟନ ହେବ କୋଭିଡ ହସ୍ପିଟାଲ

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 22, 2020, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.