ETV Bharat / state

ଓଡିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ଝାରସୁଗୁଡ଼ା ସୀମା ସିଲ

author img

By

Published : Mar 25, 2020, 8:32 PM IST

କୋରୋନା ସତର୍କତାକୁ ନେଇ ଓଡିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ଝାରସୁଗୁଡ଼ା ସୀମା ସିଲ । ଆହୁରି ପଢନ୍ତୁ...

The Jharsuguda border connecting Odisha-Chhattisgarh is sealed
ଝାରସୁଗୁଡ଼ାକୁ ଲାଗିଥିବା ଛତିଶଗଡ଼ ସୀମା ସିଲ

ଝାରସୁଗୁଡା: କରୋନା ସତର୍କତାକୁ ନେଇ ଓଡିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ଝାରସୁଗୁଡ଼ା ସୀମା ସିଲ ।

ଛତିଶଗଡ଼ ଓଡିଶାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୪୯ କନକତୋରା ଛକ ସହ ଅନ୍ୟାନ୍ୟ ରାସ୍ତା ଲରା ଛକ, ଏକତାଲ ଛକରେ ଅତ୍ୟାବଶ୍ୟକ ଗାଡିକୁ ବାଦ ଦେଇ ଅନ୍ୟ ଗାଡି ଚଲାଚଳ ଉପରେ କଟକଣା ଜାରି କଲେ ଝାରସୁଗୁଡା ଜିଲ୍ଲାପାଳ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.