ETV Bharat / state

ସପ୍ତାହରେ ଚତୁର୍ଥ ଦୁର୍ଘଟଣା: ଟ୍ରକ ଚାପାରେ ଶିକ୍ଷୟତ୍ରୀ ମୃତ - ଜ୍ୟୋତ୍ସାରାଣୀ ସୁତାରଙ୍କ ମୃତ୍ୟୁ

ସ୍କୁଲରୁ ସ୍କୁଟିରେ ଆସୁଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସରସ୍ବତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ଜ୍ୟୋତ୍ସାରାଣୀ ସୁତାର ମୃତ ।

ସପ୍ତାହରେ ଚତୁର୍ଥ ଦୁର୍ଘଟଣା: ଟ୍ରକ ଚାପାରେ ଶିକ୍ଷୟତ୍ରୀ ମୃତ

author img

By

Published : Nov 28, 2019, 8:14 PM IST

ଝାରସୁଗୁଡା: ଝାରସୁଗୁଡା ମୁଖ୍ୟ ରାସ୍ତା ପ୍ରସନ୍ନ ପଣ୍ଡା ଛକରେ ପୁଣି ଦୁର୍ଘଟଣା । ସପ୍ତାହକ ମଧ୍ୟରେ ଏହା ଚତୁର୍ଥ ଦୁର୍ଘଟଣା । ସ୍କୁଲରୁ ସ୍କୁଟିରେ ଆସୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ। ଦୁର୍ଘଟଣାରେ ସରସ୍ବତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ଜ୍ୟୋତ୍ସାରାଣୀ ସୁତାରଙ୍କ ମୃତ୍ୟୁ ହୋଇଛି ।

ସପ୍ତାହରେ ଚତୁର୍ଥ ଦୁର୍ଘଟଣା: ଟ୍ରକ ଚାପାରେ ଶିକ୍ଷୟତ୍ରୀ ମୃତ

ତେବେ ସପ୍ତାହକ ତଳେ ଟ୍ରକ ଚାପାରେ ନବମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବାବେଳେ 3 ଦିନତଳେ ସୁନ୍ଦରଗଡର ଜଣେ ବ୍ୟକ୍ତିଙ୍କ ଯାଇଥିଲା ଜୀବନ। ତେବେ ରାସ୍ତାରେ ଭାରିଯାନ ଯାତାୟତ ପାଇଁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଲୋକେ । ଏହାସହ ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି।

ଝାରସୁଗୁଡାରୁ ରବି ନାରାୟାଣ ସାହୁ, ଇଟିଭି ଭାରତ

Intro:ଟ୍ରକ ଚାପାରେ ଶିକ୍ଷୟତ୍ରୀ ମୃତ। ଝାରସୁଗୁଡା ମୁଖ୍ୟ ରାସ୍ତାର ପ୍ରସନ୍ନପଣ୍ଡା ଛକରେ ସପ୍ତାହକ ମଧ୍ୟରେ ଘଟିଛି ଚତୁର୍ଥ ଦୁର୍ଘଟଣା।ସ୍କୁଲରୁ କାମ ସାରି ସ୍କୁଟିରେ ଆସୁଥିବା ବେଳେ ପଛପଟୁ ଧକ୍କା ଦେଲା ଟ୍ରକ।ଦୁର୍ଘଟଣାରେ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷୟତ୍ରି ଜ୍ୟୋତ୍ସାରାଣୀ ସୁତାର ଙ୍କ ମୃତ୍ୟୁ।ଦୁର୍ଘଟଣା ପ୍ରତିବାଦ ରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ।ସପ୍ତାହେ ତଳେ ଟ୍ରକ ଚାପାରେ ନବମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବା ବେଳେ 3 ଦିନତଳେ ସୁନ୍ଦରଗଡର ଜଣେ ବ୍ୟକ୍ତିଙ୍କ ଯାଇଥିଲା ଜୀବନ।Body:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.