ETV Bharat / state

ଚଳନ୍ତା ଟ୍ରେନରୁ ଖସି ଯୁବକ ମୃତ - ରାଉରକେଲାରୁ ସମ୍ବଲପୁର ଯାଉଥିବା ଡିଏମୟୁ

ଝାରସୁଗୁଡା ରେଳଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢିବା ବେଳେ ଟ୍ରେନରୁ ଖସି ଯୁବକ ରେଳ ଧାରଣାରେ ପଡି ପ୍ରାଣ ହରାଇଲେ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା
author img

By

Published : Nov 19, 2019, 4:47 PM IST

ଝାରସୁଗୁଡା: ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କଲାବେଳେ ତଳେ ପଡି ପ୍ରାଣ ହରାଇଲେ ଯାତ୍ରୀ । ଝାରସୁଗୁଡା ରୋଡ଼ ରେଳଷ୍ଟେସନରେ ଘଟିଛି ଏମିତି ଅଘଟଣ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

ମୃତ ଯୁବକ ଛତିଶଗଡ ଅଞ୍ଚଳର ସଂଜୟ କର ବୋଲି ଜଣାପଡିଛି । ରାଉରକେଲାରୁ ସମ୍ବଲପୁର ଯାଉଥିବା ଡିଏମୟୁ ଟ୍ରେନ ଛାଡିବା ପରେ ଚଳନ୍ତା ଟ୍ରେନରେ ଚଢିବା ସମୟରେ ଗୋଡ ଖସିଯିବାରୁ ରେଳ ଧାରଣାରେ ପଡି ଯାଇଥିଲେ ସେ । ଟ୍ରେନ ତଳେ ପଡିଯିବା ଯୋଗୁଁ ତାଙ୍କର ଦୁଇ ଗୋଡ଼ କଟି ଯାଇଥିଲା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣା ସ୍ଥଳରେ ଉପସ୍ଥିତ ରେଳ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଆହତ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସଂଜୟ ପ୍ରାଣ ହରାଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ାରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କଲାବେଳେ ତଳେ ପଡି ପ୍ରାଣ ହରାଇଲେ ଯାତ୍ରୀ।ଆଜି ଝାରସୁଗୁଡା ରୋଡ଼ ରେଳ ଷ୍ଟେସନରେ ଘଟିଛି ଏମିତି ଏକ ଅଘଟଣ।ଛତିଶଗଡ ଅଞ୍ଚଳର ଜଣେ ଯୁବକ ସଂଜୟ କର ରାଉରକେଲାରୁ ସମ୍ବଲପୁର ଯାଉଥିବା ଡିଏମୟୁ ଟ୍ରେନ ଛାଡିବା ପରେ ଚଳନ୍ତା ଟ୍ରେନରେ ଚଢିବା ସମୟରେ ଗୋଡ ଖସି ଯିବାରୁ ରେଳ ଧାରଣାରେ ପଡି ଯାଇଥିଲେ ସଂଜୟ।ତାଙ୍କର ଦୁଇ ଗୋଡ଼ କାଟି ଯାଇଥିଲା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ସେତ୍ଯାରେ ଉପସ୍ଥିତ ରେଳ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଆହତ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ଥିଲେ।କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସଂଜୟ ପ୍ରାଣ ହରାଇଛି ।Body:...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.