ETV Bharat / state

ଅଟୋକୁ ପଛରୁ ପିଟିଲା ଟ୍ରଲର: ଜଣେ ମୃତ, 4 ଆହତ

author img

By

Published : Nov 16, 2021, 12:18 PM IST

ଲଖନପୁର ଥାନା ଭଆଁରଖୋଲ ଛକ ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରଲର l ଘଟଣାସ୍ଥଳରେ ଜଣେ ମୃତ, 4 ଆହତ । ଅଧିକ ପଢନ୍ତୁ

ଅଟୋକୁ ପଛରୁ ପିଟିଲା ଟ୍ରଲର; ଜଣେ ମୃତ, 4 ଆହତ
ଅଟୋକୁ ପଛରୁ ପିଟିଲା ଟ୍ରଲର; ଜଣେ ମୃତ, 4 ଆହତ

ଝାରସୁଗୁଡା: ଲଖନପୁର ଥାନା ଭଆଁରଖୋଲ ଛକ ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରଲର l ଘଟଣାସ୍ଥଳରେ ଜଣେ ମୃତ, 4 ଆହତ । ସୂଚନାପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସ୍ପିଟାଲକୁ ପଠାଇଛି l

ଅଟୋକୁ ପଛରୁ ପିଟିଲା ଟ୍ରଲର; ଜଣେ ମୃତ, 4 ଆହତ

ତେବେ ଛତିଶଗଡ଼କୁ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଲହଣ୍ଡାବୁଡ଼ ଗ୍ରାମରୁ ଯାଉଥିବା ବେଳେ ଭଆଁରଖୋଲ ନିକଟରେ ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରୁ ଟ୍ରଲର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ଗୁରୁତର ଦୁଇ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l ଏପଟେ ଜାତୀୟ ରାଜପଥ 49 କୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ l

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.