ETV Bharat / state

ରେଲୱେ ବିଦ୍ୟୁତ ବିଭାଗର ମରାମତି ବେଳେ 4 କର୍ମଚାରୀ ଆହତ - ମରାମତି ବେଳେ 4 କର୍ମଚାରୀ ଆହତ

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର-ବେଲପାହାଡ଼ ରେଳ ଲାଇନ ଲଜକୁରା ନିକଟରେ ଅଘଟଣ । ବିଦ୍ୟୁତ ଖୁଣ୍ଟକୁ ଚଢି ବିଦ୍ୟୁତ ଯନ୍ତ୍ରପାତି ମରାମତି ସମୟରେ କୌଣସି କାରଣରୁ ବିଦ୍ୟୁତ ସଂଯୋଗ ହେବାରୁ ବିଦ୍ୟୁତ ଆଘାତରେ ଆହତ ହୋଇଛନ୍ତି ରେଳ ଠିକା ସଂସ୍ଥାର କାମ କରୁଥିବା 4 କର୍ମଚାରୀ । ଅଧିକ ଖବର ପଢନ୍ତୁ...

ରେଳୱେ ବିଦ୍ୟୁତ ବିଭାଗର ମରାମତି ବେଳେ 4 କର୍ମଚାରୀ ଆହତ
ରେଳୱେ ବିଦ୍ୟୁତ ବିଭାଗର ମରାମତି ବେଳେ 4 କର୍ମଚାରୀ ଆହତ
author img

By

Published : Dec 17, 2019, 2:19 PM IST

ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗର-ବେଲପାହାଡ଼ ରେଳ ଲାଇନ ଲଜକୁରା ନିକଟରେ ଅଘଟଣ । ମଙ୍ଗଳବାର ରେଲୱେ ବିଭାଗର ବିଦ୍ୟୁତ ବିଭାଗର ମରାମତି କାମ ଚାଲିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ଥିଲା । ମାତ୍ର ବିଦ୍ୟୁତ ଖୁଣ୍ଟକୁ ଚଢି ବିଦ୍ୟୁତ ଯନ୍ତ୍ରପାତି ମରାମତି ସମୟରେ କୌଣସି କାରଣରୁ ବିଦ୍ୟୁତ ସଂଯୋଗ ହେବାରୁ ବିଦ୍ୟୁତ ଆଘାତରେ ଆହତ ହୋଇଛନ୍ତି ରେଳ ଠିକା ସଂସ୍ଥାର କାମ କରୁଥିବା 4 କର୍ମଚାରୀ ।

ରେଳୱେ ବିଦ୍ୟୁତ ବିଭାଗର ମରାମତି ବେଳେ 4 କର୍ମଚାରୀ ଆହତ

ସେମାନେ ହେଲେ ସୋମ ଚତୁମ୍ବା , ସୋନା ରାମ, ଖାଦାୟତ ପ୍ରଧାନ ଓ ସରଦାର । ତେବେ ଏହି ଅଘଟଣରେ ଆହତ ହୋଇଛନ୍ତି ହୋଇଛନ୍ତି ସୋମା ଚତୁମ୍ବା । ଆହତ ଅବସ୍ଥାରେ ସମସ୍ତଙ୍କୁ ବ୍ରଜରାଜନଗର କେନ୍ଦ୍ରୀୟ ହସ୍ପିଟାଲକୁ ଅଣାଯାଇଥିଲା ।

ମାତ୍ର ଅବସ୍ଥା ଗମ୍ଭୀର ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯିବ ବୋଲି କେନ୍ଦ୍ରୀୟ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ରେଳ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏନେଇ ରେଲୱେ ବିଭାଗ ବା ରେଲୱେ ଠିକା ସଂସ୍ଥାର କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର-- ବେଲପାହାଡ଼ ରେଳ ଲାଇନ ଲଜକୁରା ନିକଟରେ ଆଜି ରେଳୱେ ବିଭାଗ ର ବିଦ୍ୟୁତ ବିଭାଗ ର କାମ ମରାମତି କାମ ଚାଲିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ଥିଲା। ଆଜି ରେଳୱେ ବିଭାଗ ର ବିଦ୍ୟୁତ ଯନ୍ତ୍ରପାତି ମରାମତି କାମ ଚାଲିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ଥିଲା। ମାତ୍ର ବିଦ୍ୟୁତ ଖୁଣ୍ଟ କୁ ଚଢି ବିଦ୍ୟୁତ ଯନ୍ତ୍ରପାତି ମରାମତି ସମୟରେ କୌଣସି କାରଣରୁ ବିଦ୍ୟୁତ ସଂଯୋଗ ହେବାରୁ ବିଦ୍ୟୁତ ଆଘାତରେ ଆହତ ହୋଇଛନ୍ତି ରେଳ ଠିକା ସଂସ୍ଥାର କାମ କରୁଥିବା ସୋମ ଚତୁମ୍ବା 24, ସୋନା ରାମ 30, ଖାଦାୟତ ପ୍ରଧାନ 46, ସରଦାର 24, ତେବେ ଏହି ବିଦ୍ୟୁତ ଶର୍ଟ ସାର୍କିଟ ରେ ଗୁରୁତର ଆହତ ହୋଇଛନ୍ତି ସୋମା ଚତୁମ୍ବା । ଆହତ ଅବସ୍ଥାରେ ସମସ୍ତଙ୍କୁ ବ୍ରଜରାଜନଗର କେନ୍ଦ୍ରୀୟ ହସ୍ପିଟାଲ କୁ ଅଣା ଯାଇଥିଲା। ଏବଂ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା କୁ ସ୍ଥାନାନ୍ତର କରାଯିବ ବୋଲି କେନ୍ଦ୍ରୀୟ ହସ୍ପିଟାଲ ର ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ରେଳ ପ୍ରଶାସନ ଙ୍କର ଖାମାଖିଆଳି ନୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ରେଲୱେ ବିଭାଗ ବା ରେଲୱେ ଠିକା ସଂସ୍ଥା ର କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।
Body:।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.