ETV Bharat / state

ଝାରସୁଗୁଡ଼ାରେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ; କାଶ୍ମୀର ପ୍ରସଙ୍ଗରେ ରଖିଲେ ମତ

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଧାରା 370 ଏବଂ 35(କ) କୁ ଉଚ୍ଛେଦ କରିବା ପରେ ଦେଶରେ ଉତ୍ସବର ମାହୋଲ । ସେପଟେ ଏହି ଅବସରରେ ଓଡିଶା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଝାରସୁଗୁଡା ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।

author img

By

Published : Aug 7, 2019, 1:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ଝାରସୁଗୁଡ଼ା: ଗତକାଲି ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଧାରା 370 ଏବଂ 35(କ) କୁ ଉଚ୍ଛେଦ କରି ଐତିହାସିକ ନିଷ୍ପତ୍ତି ନେବା ପରେ ଏବେ ସାରାଦେଶରେ ଚାଲିଛି ଅଦିନିଆ ସ୍ବାଧିନତା ପର୍ବ । ଏନେଇ ସମଗ୍ର ଦେଶରେ ଉତ୍ସବର ମହୋଲ ଚାଲିଥିବା ବେଳେ ଆଜି ଝାରସୁଗୁଡା ଗସ୍ତରେ ଆସି ଓଡିଶା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ବର୍ତ୍ତମାନ ସାରାଦେଶରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିଥିବା ବେଳେ ରାଜ୍ୟ ବିଜେପି ପ୍ରଭାରୀ ଝାରସୁଗୁଡା ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏଥିରେ କାଶ୍ମୀର ପ୍ରସଙ୍ଗରେ ନିଜ ମତାମତ ରଖିଥିଲେ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.