ETV Bharat / state

ମରଣ ମୁହଁରୁ ବଞ୍ଚିଲେ ଘୁଘୁନି ବ୍ୟବସାୟୀ, ଦେଖନ୍ତୁ ଭିଡିଓ... - ଟ୍ରେନରୁ ଖସି ପଡିଥିଲେ ବ୍ୟବସାୟୀ

ରେଳଷ୍ଟେସନରୁ ସମଲେଶ୍ବରୀ ଏକ୍ସପ୍ରେସ ଧୀରେ ଧୀରେ ହାୱଡ଼ା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଜଣେ ଘୁଘୁନି ବ୍ୟବସାୟୀ ଟ୍ରେନରୁ ଖସି ପଡିଥିଲେ । ଦେଖନ୍ତୁ ଭିଡିଓ...

ଫଟୋ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା
author img

By

Published : Nov 2, 2019, 12:02 PM IST

ଝାରସୁଗୁଡ଼ା: ଜିଲ୍ଲାର ରେଳଷ୍ଟେସନରେ ଶୁକ୍ରବାର ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ରେଳଷ୍ଟେସନରୁ ସମଲେଶ୍ବରୀ ଏକ୍ସପ୍ରେସ ଧୀରେ ଧୀରେ ହାୱଡ଼ା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଜଣେ ଘୁଘୁନି ବ୍ୟବସାୟୀ ଟ୍ରେନରୁ ଖସି ପଡିଥିଲେ । ଏହି ସମୟରେ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ଯାତ୍ରୀ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଏ ସମସ୍ତ ଦୃଶ୍ୟ କଏଦ ହୋଇଥିଲା ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ । ଟ୍ରେନଟି ଷ୍ଟେସନ ଛାଡୁଥିବାବେଳେ ଜଣେ ଘୁଘୁନି ବ୍ୟବସାୟୀ ହଠାତ ଟ୍ରେନ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ । ମାତ୍ର ସେହି ସମୟରେ ତାଙ୍କ ଗୋଡଟି ଖସି ଯାଇଥିଲା ।

ଏହାଦେଖି ସ୍ଥାନୀୟ ଲୋକ ଓ ଯାତ୍ରୀ ତାଙ୍କୁ ମରଣ ମୁହଁରୁ ବଞ୍ଚାଇଥିଲେ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro: ଝାରସୁଗୁଡ଼ା ରେଳ ଷ୍ଟେସନ ରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝାରସୁଗୁଡ଼ା ରେଳଷ୍ଟେସନ ରେ ସମଲେଶ୍ବରୀ ଏକ୍ସପ୍ରେସ ଧିରେ ଧୀରେ ହାୱଡ଼ା ଅଭିମୁଖେ ଧୀରେଧୀରେ ବଢ଼ି ଚଲୁଥିବା ସମୟରେ ଜଣେ ଗୁଗୁନି ବ୍ୟବସାୟୀ ଟ୍ରେନ ରେ ଚଢୁଥିବା ସମୟରେ ତାଙ୍କ ଗୋଡ ଟ୍ରେନ ତଳକୁ ଖସି ଯାଇଥିଲା। ସେ ସମୟରେ କିଛି ସ୍ତାନୀୟ ଲୋକ ଓ ଯାତ୍ରୀ ତାଙ୍କୁ ଟ୍ରେନ ତଳକୁ ଖସି ପଡୁଥିବାର ଦେଖି ତାଙ୍କୁ ରକ୍ଷା କରିଥିଲେ।ଏ ସବୁ ଦୃଶ୍ୟ ବର୍ତ୍ତମାନ ସି ସି ଟି ଭି କୈଦ ହୋଇରହିଛି।
Body:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.