ETV Bharat / state

ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ - ଝାରସୁଗୁଡା ଜିଲ୍ଲା ମହୋତ୍ସବ ବା ଦୁଲଦୁଲି

୧୯୯୪ ମସିହା ଜାନୁଆରୀ ୧ ତାରିଖରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡା ଜିଲ୍ଲା ଗଠନ କରା ଯାଇଥିଲା । ଆଜି(ଶୁକ୍ରବାର) ଝାରସୁଗୁଡା ଜିଲ୍ଲାର ପ୍ରତିଷ୍ଠା ଦିବସ ମନମୋହନ ସ୍କୁଲ ପଡିଆରେ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
author img

By

Published : Jan 1, 2021, 9:13 PM IST

ଝାରସୁଗୁଡା: ୧୯୯୪ ମସିହା ଜାନୁଆରୀ ୧ ତାରିଖରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡା ଜିଲ୍ଲା ଗଠନ କରା ଯାଇଥିଲା । ଆଜି(ଶୁକ୍ରବାର) ଝାରସୁଗୁଡା ଜିଲ୍ଲାର ପ୍ରତିଷ୍ଠା ଦିବସ ମନମୋହନ ସ୍କୁଲ ପଡିଆରେ ପାଳନ କରାଯାଇଛି ।

ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଜିଲ୍ଲାପାଳ ସରୋଜ ସାମଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରତ୍ୟକ ବର୍ଷ ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠା ଦିବସକୁ ଝାରସୁଗୁଡା ଜିଲ୍ଲା ମହୋତ୍ସବ ବା ଦୁଲଦୁଲି ଭାବରେ ପାଞ୍ଚ ଦିନ ପାଳନ କରାଯାଇଥାଏ । କିନ୍ତୁ, ଚଳିତ ବର୍ଷ କୋରୋନା ମହାମାରୀକୁ ଆଖି ଆଗରେ ରଖି ଦୁଲଦୁଲିକୁ ନିରାଡ଼ମ୍ବର ଭାବେ ଦିନ ବେଳା ଗୋଟିଏ ଘଣ୍ଟାରେ କରାଯାଇଛି । ଏଥର ପ୍ଲାଜ଼ମା ଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା ଏବଂ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା ।

ଝାରସୁଗୁଡାରୁ ରବିନାରାଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.