ETV Bharat / state

ସୁନା ଦୋକାନରୁ ଗହଣା ଲୁଟ, 3 ଅଭିଯୁକ୍ତଙ୍କୁ ବାନ୍ଧିନେଲା ପୋଲିସ - ଗହଣା ଲୁଟେରା ଗିରଫ

ଗତ ୧୫ ତାରିଖ ଦିନ ରାତିରେ ଝାରସୁଗୁଡା ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଥିବା ଏକ ଗହଣା ଦୋକାନରୁ ଗହଣା ଚୋରୀ କରିଥିବା ୩ ଅଭିଯୁକ୍ତ ଗିରଫ । ଘଟଣାରେ ପୋଲିସ ସୁନାଗହଣା ସହ ଗୋଟିଏ ବନ୍ଧୁକ ଓ ୩ଟି ମୋବାଇଲ ଫୋନ ଜବତ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Nov 22, 2019, 6:10 PM IST

ଝାରସୁଗୁଡା: ସୁନା ଦୋକାନରୁ ଗହଣା ଲୁଟ କରିଥିବା ୩ ଜଣକୁ ଗିରଫ କରିଛି । ଏ ନେଇ ସମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଡିଆଇଜି ହିମାଂଶୁ ଲାଲ । ଘଟଣାରେ ପୋଲିସ ସୁନାଗହଣା ସହ ଗୋଟିଏ ବନ୍ଧୁକ ଓ ୩ ଟି ମୋବାଇଲ ଫୋନ ଜବତ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୁନାଗହଣା ଲୁଟ କରିଥିବା ତିନି ଅଭିଯୁକ୍ତ ଅମର ବର୍ମା, ସୁରେନ୍ଦ୍ର ଚୌଧୁରୀ, କୂଳଦୀପ ସୋନିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୫ ତାରିଖ ଦିନ ରାତିରେ ଝାରସୁଗୁଡା ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଥିବା ଏକ ଗହଣା ଦୋକାନରୁ ଅମର ବର୍ମା, ସୁରେନ୍ଦ୍ର ଚୌଧୁରୀ ୨ ରାଉଣ୍ଡ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ ।ପରେ ଚୋରି ଗହଣାକୁ କୂଳଦୀପ ସୋନି ବିକ୍ରି କରିଥିଲା ।

ଝାରସୁଗୁଡାରୁ ରବି ନାରାୟାଣ ସାହୁ, ଇଟିଭି ଭାରତ

Intro:ଆଜି ଏକ ସାମ୍ବାଦିକ ସମିଳନୀ ରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଗତ ୧୫ ତାରିଖ ଦିନ ସରାଫ ଗହଣା ଦୋକାନରୁ ଗହଣା ଲୁଟ ଅଭିଯୋଗ ରେ ଆଜି ପୋଲିସ ୩ ଜଣକୁ ଗିରଫ କରିବା ସହ ଚୋରି ହୋଇଥିବା ସୁନା ଗହଣା ସହ ଗୋଟିଏ ବନ୍ଧୁକ ଓ ୩ ଟି ମୋବାଇଲ ଫୋନ ଜବତ କରିଛି।ଏହି ଅଭିଯୋଗ ରେ ପୋଲିସ ଅମର ବର୍ମା ,ସୁରେନ୍ଦ୍ର ଚୌଧୁରୀ, କୂଳଦୀପ ସୋନି କୁ ଗିରଫ କରି କୋଟ ଚାଳନା କରିଛି।୧୫ ତାରିଖ ଦିନ ରାତିରେ ଅମର ବର୍ମାଓ ସୁରେନ୍ଦ୍ର ବନ୍ଧୁକ ମୁନ ଦେଖାଇ ଚୋରି କରିଥିବା ବେଳେ କୂଳଦୀପ ସୋନି ବିକ୍ରି କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଝାରସୁଗୁଡା ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଥିବା ସରାଫ ଜୁଏଲସ ରୁ ଦୁଇ ଜଣ ଅଜଣା ଦୃବୃତ୍ତ ୨ ରାଉଣ୍ଡ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ
ବାଇଟ:- ହିମାଂଶୁ ଲାଲ , ଉତ୍ତରାଞ୍ଚଳ ଡିଆଇଜି , ସମ୍ବଲପୁରBody:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.