ETV Bharat / state

ଝାରସୁଗୁଡ଼ାରେ ୩୦୦୯ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା - କୋରୋନା ଅପଡେଟ

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ମାମଲା 4 ହଜାରରୁ ଅଧିକ ରେକର୍ଡ କରାଯାଉଛି । ଝାରସୁଗୁଡାରେ ଏବେ ସଂକ୍ରମିତ ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ଝାରସୁଗୁଡ଼ାରେ ୩୦୦୯ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା

author img

By

Published : Sep 18, 2020, 1:54 PM IST

ଝାରସୁଗୁଡ଼ା: ରାଜ୍ୟରେ କୋରୋନା ଗ୍ରାଫ୍‌ ତଳକୁ ଖସିବାର ନାଁ ଧରୁନି । ଶୁକ୍ରବାର ପୁଣି 4180 ନୂତନ ମାମଲା ଚିହ୍ନଟ ହୋଇଛି । ଝାରସୁଗୁଡାରେ ସ୍ଥିତି ଆଣାୟତ୍ତ ହୋଇଛି । ଆଜି ଜିଲ୍ଲାରୁ 81ଟି ନୂଆ କୋରୋନା ଚିହ୍ନଟ ହୋଇଛି ।

ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡ଼ା ବ୍ଲକରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିଭଳି ବ୍ରଜରାଜନଗର ମ୍ୟୁନିସିପାଲଟିରେ ୨୮,ଲଖନପୁର ବ୍ଲକରେ ୧୦ , ଲଇକେରା ବ୍ଲକରେ ୦୫ ଓ କୋଲାବିରା ବ୍ଲକରେ ୦୪ କୋରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଝାରସୁଗୁଡ଼ାରେ ୩୦୦୯ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା
ଝାରସୁଗୁଡ଼ାରେ ୩୦୦୯ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା

ଜିଲ୍ଲାରେ ଆଜି ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୯ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮୬୭ ଜଣ ସଂକ୍ରମିତ ଏବେ ବି ଡାକ୍ତରଖାନା ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1ରେ ସୀମିତ ରହିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.