ETV Bharat / state

Gas Cylinder Blast: କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର, ଜଣେ ମୃତ ୩ ଆହତ - ଝାରସୁଗୁଡା ଜୟ ହନୁମାନ କାରଖାନାରେ ବ୍ଲାଷ୍ଟ

ଝାରସୁଗୁଡା ଜୟ ହନୁମାନ କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ କାରଖାନାର ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Cylinder Blast: ଫାଟିଲା ଗ୍ୟାସ ସିଲିଣ୍ଡର, ଜଣେ ମୃତ ୩ଆହତ

author img

By

Published : Jan 27, 2022, 12:48 PM IST

Updated : Jan 27, 2022, 12:54 PM IST

ଝାରସୁଗୁଡା: କୋଲାବିରା ଥାନା ରଘୁନାଥପାଲି ଜୟ ହନୁମାନ କାରଖାନାରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆଜି ଭୋର 4ଟା ସମୟରେ କାରଖାନାର କିଲନ ବିଭାଗରେ କାମ ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡରଟି ଫାଟିଥିଲା ।

Gas Cylinder Blast: କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର, ଜଣେ ମୃତ ୩ ଆହତ

ମୃତକ ଜଣଙ୍କ ହେଉଛନ୍ତି କାରଖାନାର ସିକ୍ୟୁରିଟି ଗାର୍ଡ । ୩ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Jan 27, 2022, 12:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.