ETV Bharat / state

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ: କାର୍ଯ୍ୟକାରିଣୀ ବୈଠକ ଶେଷ - ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ସଭ୍ୟ ସଂଗ୍ରହ ପାଇଁ ଚାଲିଛି ପ୍ରୟାସ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରିଣୀ ବୈଠକ କରିବାରେ ବ୍ୟସ୍ତ ନେତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 12, 2019, 10:23 PM IST

ଝାରସୁଗୁଡ଼ା: ଜିଲ୍ଲା ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବଜାର ସ୍ଥିତ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ସଭାପତି କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଝାରସୁଗୁଡା ଜିଲ୍ଲାର ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରାଙ୍କ ସହିତ ଜିଲ୍ଲା ବିଜେଡ଼ିର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଅନ୍ଯପକ୍ଷେ ଜିଲ୍ଲାର 5ଟି ବ୍ଲକ ଅଧକ୍ଷ, ବ୍ଲକ ବିଜେଡି ସଭାପତି, ଜିଲାପରିଷଦର ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ସାମିଲ ହୋଇଥିଲେ । ନବୀନ ସରକାରଙ୍କ 5T ଉପରେ ଗୁରୁତ୍ୱ ଦେଇ ସମସ୍ତେ ମିଳିମିଶି ଜିଲ୍ଲାର ଉନ୍ନତିରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲା ବିଜେଡ଼ି ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଙ୍ଗଳ ବଜାର ସ୍ଥିତ ଥିବା ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ଜିଲ୍ଲା ବିଜେଡି ସଭାପତି କିଶୋର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଝାରସୁଗୁଡା ଜିଲ୍ଲାର ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା ସହିତ ଜିଲ୍ଲାର ବିଜେଡ଼ିର ଯୁବ,ଛାତ୍ର,ମହିଳା ସମସ୍ତ କର୍ମକତା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର 5ଟି ବ୍ଲକ ଅଧକ୍ଷ,ବ୍ଲକ ବିଜେଡି ସଭାପତି,ଜିଲାପରିଷଦ ର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ସାମିଲ ହୋଇଥିଲେ । ନବୀନ ସରକାରଙ୍କ 5ଟି ଉପରେ ଗୁରୁତ୍ୱ ଦେଇ ସମସ୍ତେ ମିଳିମିଶି ଜିଲ୍ଲାର ଉନ୍ନତି ରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ବାଇଟ1:କିଶୋର ମହାନ୍ତି, ଜିଲ୍ଲା ବିଜେଡି ସଭାପତି,ଝାରସୁଗୁଡା ।
ବାଇଟ2:ନବ କିଶୋର ଦାସ, ଝାରସୁଗୁଡା ବିଧାୟକ ।
ବାଇଟ3:ପଦ୍ମନାଭ ବେହେରା, ପର୍ଯ୍ୟବେକ୍ଷକ ।Body:।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.