ETV Bharat / state

ଆରମ୍ଭ ହୋଇଛି ଜିଲ୍ଲା ମହୋତ୍ସବ ଦୁଲଦୁଲି - ଜିଲ୍ଲା ମହୋତ୍ସବ ଦୁଲଦୁଲି

ପ୍ରତିବର୍ଷ ଭଳି ଦୁଲଦୁଲି ଧୁମଧାମରେ ପାଳନ କରୁଛି ଜିଲ୍ଲା ସଂସ୍କୃତି ପରିଷଦ । ମନମୋହନ ସ୍କୁଲ ପଡ଼ିଆରେ 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ବୁଧବାର ଆରମ୍ଭ ହୋଇଛି ।

jharsuguda
jharsuguda
author img

By

Published : Jan 2, 2020, 6:22 AM IST

ଝାରସୁଗୁଡା: ଜାନୁଆରୀ 1 ତାରିଖରେ ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠାକୁ 27 ବର୍ଷ ସହିତ ଜିଲ୍ଲା ମହୋତ୍ସବକୁ 18 ବର୍ଷ ପୁରିଛି । ପ୍ରତିବର୍ଷ ଭଳି ଦୁଲଦୁଲି ଧୁମଧାମରେ ପାଳନ କରୁଛି ଜିଲ୍ଲା ସଂସ୍କୃତି ପରିଷଦ । ମନମୋହନ ସ୍କୁଲ ପଡ଼ିଆରେ 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ବୁଧବାର ଆରମ୍ଭ ହୋଇଛି ।

ଆରମ୍ଭ ହୋଇଛି ଜିଲ୍ଲା ମହୋତ୍ସବ ଦୁଲଦୁଲି

ଜିଲ୍ଲା ମହୋତ୍ସବ ଦୁଲଦୁଲି ଉଦଘାଟନୀ ଦିବସରେ ଝାଡେଶ୍ବର ବାବାଙ୍କ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ମନମୋହନ ସ୍କୁଲ ପଡ଼ିଆ ସ୍ଥିତ ମହୋତ୍ସବର ମଞ୍ଚ ରେ ପହଁଚିଲା ପରେ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ମହୋତ୍ସବ ଦୁଲଦୁଲି । ମହୋତ୍ସବ ଦୁଲଦୁଲିର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଓ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ , ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ ସହିତ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇଥିଲେ । ଏହି ଅବସରରେ ମହୋତ୍ସବର ସ୍ମରଣିକା ଉନ୍ମୋଚିତ କରିଥିଲେ । ସେହିପରି ପଲିଶ୍ରୀ ମେଳାକୁ ମୁଖ୍ୟ ଅତିଥି କରିଥିଲେ ଉଦଘାଟନ ।

ପାଞ୍ଚଦିନ ଧରି ଚାଲିବାକୁ ଥିବା ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ସାଂସ୍କୃତିକ ଦଳର କଳାକାର ଯୋଗ ଦେଉଥିବା ବେଳେ ଦିନ ବେଳା ଆୟୋଜନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ଯୋଗଦେବେ । ଉଦଘାଟନୀ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟବାହାର ବିଭିନ୍ନ କଳାକାରଙ୍କର ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ଶୀତୁଆ ସନ୍ଧ୍ୟାରେ ବାନ୍ଧି ରଖିବା ସହ ଜିଲ୍ଲା ମହୋତ୍ସବ ଅବସରରେ ପଲିଶ୍ରୀ ମେଳା, ହସ୍ତତନ୍ତ, ହସ୍ତକଳା,କୁଟୀର ଶିଳ୍ପ, ଟେରାକୋଟା ପ୍ରଦର୍ଶନୀ ରେ କିଣିବା ସହିତ ଖାଇବ ଷ୍ଟଲରେ ବିଭିନ୍ନ ପ୍ରକାର ଫାଷ୍ଟଫୁଡ଼ ଷ୍ଟଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଜାନୁଆରୀ 1 ତାରିଖରେ ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠା କୁ 27 ବର୍ଷ ସହିତ ଜିଲ୍ଲା ମହୋତ୍ସବ କୁ 18 ବର୍ଷ ପାଇଁ ପ୍ରତିବର୍ଷ ଭଳି ଦୁଲଦୁଲି ଧୁମଧାମରେ ପାଳନ କରୁଛି ଜିଲ୍ଲା ସଂସ୍କୃତି ପରିଷଦ ।ମନମୋହନ ସ୍କୁଲ ପଡ଼ିଆ 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ବୁଧବାର ଆରମ୍ଭ ହୋଇଛି।
ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ଉଦଘାଟନୀ ଦିବସରେ ଝାଡେଶ୍ବର ବାବାଙ୍କ ମନ୍ଦିର ରୁ ଶୋଭାଯାତ୍ରାରେ ବାହାରି ମନମୋହନ ସ୍କୁଲ ପଡ଼ିଆ ସ୍ଥିତ ମହୋତ୍ସବର ମଞ୍ଚ ରେ ପହଁଚିଲା ପରେ ସନ୍ଧ୍ୟାରେ ଉତଘଟିତ ହେଲା ଝାରସୁଗୁଡ଼ା ମହୋତ୍ସବ ଦୁଲଦୁଲି । Body:ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଓ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ , ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ ସହିତ ଜିଲ୍ଲା ସଂସ୍କୃତି ପରିଷଦ ର ଅଧ୍ୟକ୍ଷ ତଥା ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ଅବସରରେ ମହୋତ୍ସବ ର ସ୍ମରଣିକା ଉନ୍ମୋଚିତ କରିବା ସହ ପଲିଶ୍ରୀ ମେଳା କୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ ।
ମନମୋହନ ପଡ଼ିଆ ରେ 5ଦିନ ଧରି ଚାଲିବାକୁ ଥିବା ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ସାଂସ୍କୃତିକ ଦଳର କଳାକାର ଯୋଗ ଦେଉଥିବା ବେଳେ ଦିନ ବେଳା ଆୟୋଜନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ କଳାକାର ଯୋଗଦେବେ। ଉଦଘାଟନୀ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟବାହାର ବିଭିନ୍ନ କଳାକାରଙ୍କର ମନୋରଞ୍ଜନ ଭିର୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ଶୀତୁଆ ସନ୍ଧ୍ୟାରେ ବାନ୍ଧି ରଖିବା ସହ ଜିଲ୍ଲା ମହୋତ୍ସବ ଅବସରରେ ପଲିଶ୍ରୀ ମେଳା, ହସ୍ତତନ୍ତ, ହସ୍ତକଳା,କୁଟୀର ଶିଳ୍ପ, ଟେରାକୋଟା ପ୍ରଦର୍ଶନୀ ରେ କିଣିବା ସହିତ ଖାଇବ ଷ୍ଟଲରେ ବିଭିନ୍ନ ପ୍ରକାର ଫାଷ୍ଟଫୁଡ଼ ଷ୍ଟଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Conclusion:ବାଇଟ1:ନବ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ
ବାଇଟ2: ସୁରେଶ ପୂଜାରୀ , ସାଂସଦ ବରଗଡ଼
ବାଇଟ3:ଜୟଦେବ, କଳାକାର, ଆସାମ ।
ବାଇଟ4:ନମିତା ଦ୍ବିବେଦୀ , ସ୍ଥାନୀୟ ବାସିନ୍ଦା ,ଝାରସୁଗୁଡ଼ା ।
ବାଇଟ5:ସରୋଜ କୁମାର ସାମଲ, ଜିଲ୍ଲାପାଳ , ଝାରସୁଗୁଡା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.