ETV Bharat / state

ଝାରସୁଗୁଡ଼ା ଭୋଟ ଗଣତି କେନ୍ଦ୍ର ପ୍ରସ୍ତୁତ

ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରିବାକୁ ଆଜି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ଜିଲ୍ଲାର ଝାରସୁଗୁଡ଼ା ଇଞ୍ଜିନିୟରିଂ ବିଦ୍ୟାଳୟ । ଝାରସୁଗୁଡ଼ାର ଦୁଇଟି ନିର୍ବାଚନ ମଣ୍ଡଳୀ ଭୋଟ ଗଣତି ପାଇଁ କେନ୍ଦ୍ରରେ ସମସ୍ତ କର୍ମଚାରୀ ଆସି ପହଞ୍ଚି ସାରିଥିବା ବେଳେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି ।

author img

By

Published : May 23, 2019, 10:47 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ସାଧାରଣ ନିର୍ବାଚନ ଆଜି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ଜିଲ୍ଲାର ଝାରସୁଗୁଡ଼ା ଇଞ୍ଜିନିୟରିଂ ବିଦ୍ୟାଳୟ । ଝାରସୁଗୁଡ଼ାର ଦୁଇଟି ନିର୍ବାଚନ ମଣ୍ଡଳୀ ଭୋଟ ଗଣତି ପାଇଁ କେନ୍ଦ୍ରରେ ସମସ୍ତ କର୍ମଚାରୀ ଆସି ପହଞ୍ଚି ସାରିଥିବା ବେଳେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ତେବେ ଗଣତି ପ୍ରକ୍ରିୟା ଆରମ୍ଭ ହେବା ପରେ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା । ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ଆସିବା ନେଇ ସମସ୍ତଙ୍କ ନଜର ରହିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ସାଧାରଣ ନିର୍ବାଚନ ଆଜି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ଝାରସୁଗୁଡ଼ାର ଝାରସୁଗୁଡ଼ା ଇଞ୍ଜିନିୟରିଂ ବିଦ୍ୟାଳୟ । ଝାରସୁଗୁଡ଼ା ର ଦୁଇଟି ନିର୍ବାଚନ ମଣ୍ଡଳୀ ଭୋଟ ର ପାଇଁ ଗଣତି କେନ୍ଦ୍ର ରେ ସମସ୍ତ କର୍ମଚାରୀ ଆସିପହଁଚି ସାରିଥିବା ବେଳେ ସକାଳ 8 ଟା ସମୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ରହିଛି ।

Body:।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.