ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ ବିଜେପି କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି । ମୋଟ ୬୫ ହଜାର ୭୯୧ ଭୋଟ ବ୍ୟବଧାନରେ ବ୍ରଜରାଜନଗରରେ ବିଜୟର ବାନା ଉଡାଇଲା ବିଜେଡି ।
Brajarajnagar Bypoll: ବ୍ରଜରାଜନଗରରେ ବିଜେଡିର ବାଜିମାତ - ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ
14:01 June 03
ବିଜେଡିର ହେଲା ବ୍ରଜରାଜନଗର, ବାଜି ମାରିଲେ ଅଳକା
13:57 June 03
୧୯ ରାଉଣ୍ଡ ଭୋଟ ଗଣତିରେ ଏକତରଫା ବିଜୟ ମୁହାଁ ବିଜେଡି
ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନର ୧୯ତମ ଭୋଟ ଗଣତି ରାଉଣ୍ଡରେ ବିଜେଡି ଆଗରେ ।
13:24 June 03
୧୫ ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି
ଝାରସୁଗୁଡା: ବ୍ରଜାରଜନଗର ଉପନିର୍ବାଚନ ୧୫ତମ ରାଉଣ୍ଡରେ ବିଜେଡି ଖାତାକୁ ଆସିଛି ୪୭୪୬ ଭୋଟ । ସେହିପରି କଂଗ୍ରେସକୁ ୧୩୪୮ଟି ଭୋଟ ମିଳିଥିବା ବେଳେ ୧୧୧୪ ଭୋଟ ପାଇ ପଛରେ ରହିଛି ବିଜେପି ।
12:57 June 03
୧୩ ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି
ଝାରସୁଗୁଡା: ସରିଲା ୧୩ ରାଉଣ୍ଡ ଭୋଟ ଗଣତି । 13 ରାଉଣ୍ଡ ସୁଦ୍ଧା ମୋଟ ୬୨,୮୫୩ ଭୋଟ ପାଇ ଆଗରେ ବିଜେଡି । ସେହିପରି କଂଗ୍ରେସ ୧୭, ୬୧୩ ଭୋଟ ପାଇ ଦ୍ବିତୀୟରେ ରହିଥିବା ବେଳେ ୧୩,୧୬୨ ଭୋଟ ପାଇ ପଛେଇଛି ବିଜେପି ।
12:03 June 03
ଦଶମ ରାଉଣ୍ଡ ଗଣତିରେ ଆଗରେ ବିଜେଡି
ଝାରସୁଗୁଡା: ସରିଲା ନବମ ଓ ଦଶମ ରାଉଣ୍ଡ ଗଣତି । ବିଜେଡି ଏହି ଉଭୟ ରାଉଣ୍ଡରେ ମଧ୍ୟ ଆଗରେ ରହିଛି ।
12:03 June 03
ଅଷ୍ଟମ ରାଉଣ୍ଡ ଗଣତିରେ ଆଗରେ ବିଜେଡି
ଝାରସୁଗୁଡା: ସରିଲା ଅଷ୍ଟମ ରାଉଣ୍ଡ ଗଣତି । ବିଜେଡି ୪୦୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୭୪୫ ଓ କଂଗ୍ରେସ ୧୨୦୭ ଭୋଟ ପାଇଛି । ଅଷ୍ଟମ ରାଉଣ୍ଡରେ ୨୮୪୭ ଭୋଟରେ ଆଗରେ ରହିଛି ବିଜେଡି।
12:03 June 03
ସପ୍ତମ ରାଉଣ୍ଡ ଗଣତିରେ ଆଗରେ ବିଜେଡି
ଝାରସୁଗୁଡା: ସରିଲା ସପ୍ତମ ରାଉଣ୍ଡ ଗଣତି । ବିଜେଡି ୫୭୧୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୩୩୬ ଓ କଂଗ୍ରେସ ୧୩୦୭ ଭୋଟ ପାଇଛି । ସପ୍ତମ ରାଉଣ୍ଡରେ ୪୩୭୯ ଭୋଟରେ ଆଗରେ ରହିଛି ବିଜେଡି।
11:14 June 03
ଷଷ୍ଠ ରାଉଣ୍ଡ ଗଣତିରେ ଆଗରେ ବିଜେଡି
ଝାରସୁଗୁଡା: ସରିଲା ଷଷ୍ଠ ରାଉଣ୍ଡ ଗଣତି । ବିଜେଡି ୫୧୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୦୦୨ ଓ କଂଗ୍ରେସ ୧୭୭୮ ଭୋଟ ପାଇଛି । ଷଷ୍ଠ ରାଉଣ୍ଡରେ ୩୩୭୭ ଭୋଟରେ ଆଗରେ ରହିଛି ବିଜେଡି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୨୯,୮୮୮ ଭୋଟ ପାଇ ୨୨, ୭୦ ଭୋଟରେ ଆଗରେ ବିଜେଡି ।
10:43 June 03
ପଞ୍ଚମ ରାଉଣ୍ଡ ଗଣତିରେ ଆଗରେ ବିଜେଡି
ଝାରସୁଗୁଡା: ସରିଲା ପଞ୍ଚମ ରାଉଣ୍ଡ ଗଣତି । ବିଜେଡି ୩୯୧୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୪୨୨ ଓ କଂଗ୍ରେସ ୭୫୦ ଭୋଟ ପାଇଛି । ପଞ୍ଚମ ରାଉଣ୍ଡରେ ୨୪୯୧ ଭୋଟରେ ଆଗରେ ରହିଛି ବିଜେଡି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୧୭,୯୧୭ ଭୋଟରେ ଆଗରେ ବିଜେଡି ।
10:20 June 03
ଚତୁର୍ଥ ରାଉଣ୍ଡ ଗଣତିରେ ବିଜେଡି ଆଗରେ
ଝାରସୁଗୁଡା: ସରିଲା ଚତୁର୍ଥ ରାଉଣ୍ଡ ଗଣତି । ବିଜେଡି ୪୭୮୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୩୭୧ ଓ କଂଗ୍ରେସ ୮୮୩ ଭୋଟ ପାଇଛି । ଚତୁର୍ଥ ରାଉଣ୍ଡରେ ୩୪୧୬ ଭୋଟରେ ଆଗରେ ରହିଛି ବିଜେଡି । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୧୫,୬୦୮ ଭୋଟରେ ଆଗରେ ବିଜେଡି ।
10:10 June 03
ତୃତୀୟ ରାଉଣ୍ଡ ଗଣତିରେ BJD ଆଗରେ
ଝାରସୁଗୁଡା: ସରିଲା ତୃତୀୟ ରାଉଣ୍ଡଗଣତି । ବିଜେଡି ୫୭୮୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୧୨୧୮ ଓ କଂଗ୍ରେସ ୯୭୮ ଭୋଟ ପାଇଛି । ତୃତୀୟ ରାଉଣ୍ଡରେ ୪୫୬୭ ଭୋଟ ବ୍ୟବଧାନରେ ଆଗରେ ରହିଛି ବିଜେଡି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୧୨, ୧୯୨ ଭୋଟରେ ଆଗରେ ବିଜେଡି ।
09:50 June 03
ଦ୍ବିତୀୟ ରାଉଣ୍ଡ ଭୋଟ ଗଣତିରେ ଆଗରେ BJD
ଝାରସୁଗୁଡା: ଶେଷ ହେଲା ଦ୍ବିତୀୟ ରାଉଣ୍ଡ ଭୋଟଗଣତି । ବିଜେଡି ୫୫୧୫ ଭୋଟରେ ଆଗୁଆ ରହିଥିବା ବେଳେ ବିଜେପି ମୋଟ ୧୪୭୯ ଓ କଂଗ୍ରେସକୁ ୬୮୫ ଭୋଟ ମିଳିଛି । ବିଜେଡିକୁ ମୋଟ ୭୬୨୫ ଭୋଟ ମିଳିଛି ।
09:11 June 03
ପ୍ରଥମ ରାଉଣ୍ଡରେ ଆଗରେ ବିଜେଡି
ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ଶେଷ ହୋଇଥିବା ବେଳେ ୩୫୮୯ ଭୋଟରେ ବିଜେଡି ଲିଡ କରୁଛି । ବିଜେଡି ମୋଟ ୪୭୩୩ ଭୋଟ ପାଇଥିବା ବେଳେ ବିଜେପି ୧୧୪୪ ଓ କଂଗ୍ରେସ ୧୦୧୪ ଭୋଟ ପାଇଛି ।
07:53 June 03
ଆରମ୍ଭ ହେଲା ଭୋଟ ଗଣତି
ଝାରସୁଗୁଡା: ଆରମ୍ଭ ହେଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଭୋଟଗଣତି । ପୋଷ୍ଟାଲ ବାଲଟପେପରରେ ଗଣତି ଆରମ୍ଭ ହୋଇଛି । ୨୭୯ଟି ବୁଥ ଥିବାରୁ ୨୦ ରାଉଣ୍ଡ କାଉଣ୍ଟ ହେବ ।
06:08 June 03
ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ
ଝାରସୁଗୁଡା: ଆଜି ପ୍ରକାଶ ପାଇବ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟଗଣତି । ଏଥିପାଇଁ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରଥମେ ୩୦ ମିନିଟ୍ ପୋଷ୍ଟାଲ ବାଲଟ ଓ ପରେ ଇଭିଏମରେ ଭୋଟ ଗଣତି କରାଯିବ । ୧୪ଟି ଟେବୁଲରେ ଗଣତି କରାଯିବ । ୨୭୯ଟି ବୁଥ ଥିବାରୁ ୨୦ ରାଉଣ୍ଡ କାଉଣ୍ଟ ହେବ । ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।