ETV Bharat / state

ByPoll: CPIରୁ ନାମାଙ୍କନ ଦାଖଲ କଲେ ରମେଶ ତ୍ରିପାଠୀ

author img

By

Published : May 9, 2022, 3:34 PM IST

Updated : May 9, 2022, 5:05 PM IST

ଆସନ୍ତା ମେ ୩୧ରେ ହେବାକୁ ଥିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ CPI ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରମେଶ ତ୍ରିପାଠୀ । ଅଧିକ ପଢନ୍ତୁ

ରମେଶ ତ୍ରିପାଠୀ
ରମେଶ ତ୍ରିପାଠୀ

ଝାରସୁଗୁଡା: ଆସନ୍ତା ମେ ୩୧ରେ ହେବାକୁ ଥିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ CPI ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରମେଶ ତ୍ରିପାଠୀ ।

CPIରୁ ନାମାଙ୍କନ ଦାଖଲ କଲେ ରମେଶ ତ୍ରିପାଠୀ

ପୂର୍ବରୁ ମଧ୍ୟ ସେ ୨୦୧୯ ନିର୍ବାଚନରେ କଂଗ୍ରେସ ସମର୍ଥନରେ CPIରୁ ପ୍ରାର୍ଥୀ ହୋଇଥିଲେ l ରମେଶଙ୍କୁ 2019 ନିର୍ବାଚନରେ 9 ହଜାର 350 ଭୋଟ ମିଳିଥିଲା l ଚଳିତ ଥର ପୁଣି ଥରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି l

ବିସ୍ଥାପିତଙ୍କ ସମସ୍ୟା ଦୂରୀକରଣ, ଲୋକଙ୍କୁ 2ଶହ ୟୁନିଟ ଯାଏଁ ମାଗଣା ବିଦ୍ୟୁତ ସେବା, ଓରିଏଣ୍ଟ କାଗଜକଳକୁ ପୁନଃ କାର୍ଯ୍ୟକ୍ଷମ କରିବା, ସ୍ଥାନୀୟ ନିଯୁକ୍ତିକୁ ମୁଦ୍ଦା କରି ସିପିଆଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି କହିଛନ୍ତି ରମେଶ ତ୍ରିପାଠୀ l

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : May 9, 2022, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.