ETV Bharat / state

ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଲୋକଙ୍କୁ ବୁଝାଇବ ବିଜେପି

author img

By

Published : Aug 6, 2019, 10:16 PM IST

370 ଧାରା ଉଚ୍ଛେଦ ପ୍ରସଙ୍ଗରେ ଝାଡସୁଗୁଡାର ସବୁ ବୁଥକୁ ଯାଇ ବିଜେପି ଲୋକଙ୍କୁ ବୁଝାଇବ । ଦଳର ରାଷ୍ଟ୍ରୀୟ ମହାସଚିବ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ରାଜ୍ୟର ସବୁ ବୁଥକୁ ଯାଇ ବିଜେପି ଲୋକଙ୍କୁ 370 ଧାରା ଉଚ୍ଛେଦ ପ୍ରସଙ୍ଗରେ ବୁଝାଇବା । ଏହାସହ ସଦସ୍ୟତା ଅଭିଯାନକୁ ଜୋରଦାର କରିବା ଏଥିପାଇଁ ବୁଥସ୍ତରରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ପତ୍ର ପଠାଯିବ । ସବୁ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଦଳକୁ ବୁଥସ୍ତରରୁ ମଜବୁତ କରିବାକୁ ପ୍ଲାନ କରିଛି ଦଳ । ଏନେଇ ଝାରସୁଗୁଡାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ପାର୍ଲିଆମେଣ୍ଟରେ କାଶ୍ମୀର ପ୍ରସଙ୍ଗରେ ସମର୍ଥନ କରିଥିବା ସବୁ ରାଜନୈତିକ ଦଳଙ୍କୁ ଧନ୍ୟବାଦ ଦେଇଛନ୍ତି ଅରୁଣ ସିଂହ । ଝାରସୁଗୁଡାରେ ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲାର ସଦାସ୍ୟତା ଅଭିଯାନର ସମୀକ୍ଷା କରିବା ଅବସରରେ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ଆସନ୍ତା 11 ତାରିଖ ବଦଳରେ 30 ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଚାଲିବ ବୋଲି କହିଥିଲେ । ଏହି ସମୀକ୍ଷା ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଦଳୀୟ ବିଧାୟକଙ୍କ ସହ ବିଜେପି ଦଳର ନେତା ଯୋଗଦେଇ ଥିଲେ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟର ସବୁ ବୁଥକୁ ଯାଇ ବିଜେପି ଲୋକଙ୍କୁ 370 ଧାରା ଉଚ୍ଛେଦ ପ୍ରସଙ୍ଗରେ ବୁଝାଇବା ସହ ସଦସ୍ୟତା ଅଭିଯାନକୁ ଜୋରଦାର କରିବ।ଏଥିପାଇଁ ଧୁମ ଧାମରେ ବିଜୟ ଉତ୍ସବରେ ସାମିଲ କରି ବୁଥସ୍ତରରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କୁ ଧନ୍ୟବାଦ ପତ୍ର ପଠାଯିବ। ସବୁ ଲୋକଙ୍କୁ ଏହି କାର୍ଯ୍ୟକ୍ରମ ରେ ସାମିଲ କରି ଦଳକୁ ବୁଥସ୍ତରରୁ ମଜବୁତ କରିବାକୁ ପ୍ଲାନ କରିଛି ବିଜେପି।ଏଭଳି କିଛି କାର୍ଯ୍ୟକ୍ରମ ର ସୂଚନା ଦେଇଛନ୍ତି ।

ଆଜି ଝାରସୁଗୁଡା ରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରେସ ମିଟ ରେ କହିଥିଲେ।ଏଥିସହ ପାର୍ଲିଆମେଣ୍ଟରେ କାଶ୍ମୀର ପ୍ରସଙ୍ଗରେ ସମର୍ଥନ କରିଥିବା ସବୁ ରାଜନୈତିକ ଦଳଙ୍କୁ ଧନ୍ୟବାଦ ଦେଇଥିଲେ।ଆଜି ଝାରସୁଗୁଡା ରେ ପଶ୍ଚିମ ଓଡ଼ିଶାର10ଟି ଜିଲ୍ଲାର ସଦାସ୍ୟତା ଅଭିଯାନର ସମୀକ୍ଷା କରିବା ଅବସରରେ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ଆସନ୍ତା 11 ତାରିଖ ବଦଳରେ 30 ତାରିଖ ପର୍ଯ୍ୟନ୍ତ ସଦସ୍ୟତାଆ ଅଭିଯାନ ଚାଲିବ ବୋଲି କହିଥିଲେ।ଏହି ସମୀକ୍ଷା ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଦଳୀୟ ବିଧାୟକ ସହ ବିଜେପି ଦଳର ନେତା ଯୋଗଦେଇ ଥିଲେ।

ବାଇଟ--ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ମହାସଚିବBody:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.