ETV Bharat / state

Municipal Election: ପୌର ନିର୍ବାଚନ ହୋଇଛି ସ୍ବତନ୍ତ୍ର ଷ୍ଟ୍ରାଟେଜି କହିଲେ ବରଗଡ ସାଂସଦ - ପୌର ନିର୍ବାଚନ ୨୦୨୨

ପୌର ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ପୌର ପରିଷଦ ନିର୍ବାଚନରେ ବିଜେପିର ଜିତାପଟ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଛି । ନିର୍ବାଚନରେ ଅସଲ ଚେହେରା ଦେଖାଇବ ବୋଲି କହିଛନ୍ତି ସାଂସଦ ସୁରେଶ ପୂଜାରୀ । ଅଧିକ ପଢନ୍ତୁ

Municipal Election :ପୌର ନିର୍ବାଚନ ହୋଇଛି ସ୍ବତନ୍ତ୍ର ଷ୍ଟାଟେଜି କହିଲେ ବରଗଡ ସାଂସଦ

author img

By

Published : Mar 2, 2022, 7:37 PM IST

ଝାରସୁଗୁଡା : ପୌର ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ପୌର ପରିଷଦ ନିର୍ବାଚନରେ ବିଜେପିର ଜିତାପଟ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଛି । ନିର୍ବାଚନରେ ଅସଲ ଚେହେରା ଦେଖାଇବ ବୋଲି କହିଛନ୍ତି ସାଂସଦ ସୁରେଶ ପୂଜାରୀ ।

Municipal Election :ପୌର ନିର୍ବାଚନ ହୋଇଛି ସ୍ବତନ୍ତ୍ର ଷ୍ଟାଟେଜି କହିଲେ ବରଗଡ ସାଂସଦ

ପଞ୍ଚାୟତ ନିର୍ବାଚନରେ 9ଟି ଯାକ ଜୋନରେ ଜିଲ୍ଲା ପରିଷଦ କ୍ଲିନ ସ୍ୱିପ କରି ନେଇଛି ବିଜେଡି। ବିଜେପିର ସମସ୍ତ ରଣ କୌଶଳ ଗୋଟିଏ ପ୍ରକାର ଫେଲ ମାରିଥିଲା। ଏବଂ ବିଜେଡିର ଟାର୍ଗେଟରେ ଏବେ ମ୍ୟୁନିସିପାଲଟି ନିର୍ବାଚନ।

ଏହାବି ପଢନ୍ତୁ : ଆଜିଠୁ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ସେପଟେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥରେ ୬୦୦ ମହିଳା ଏବଂ ପୁରୁଷ ସାମିଲ ହୋଇଛନ୍ତି । ଦଳ ପଞ୍ଚାୟତ ନିର୍ବାଚନ ବିଫଳତାକୁ ହୃଦୟଙ୍ଗମ କରିଛି । ଆଗାମୀ ପୌର ନିର୍ବାଚନରେ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ।

ଝାରସୁଗୁଡାରୁ ଗୁରୁ ଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.