ETV Bharat / state

'ଇଟିଭି ଭାରତ'ର ମହାପ୍ରଭାବ: ତନୁଜାଙ୍କ ଦୁଃଖ ଶୁଣିଲା ପ୍ରଶାସନ

author img

By

Published : Jul 2, 2019, 10:12 PM IST

Updated : Jul 2, 2019, 11:35 PM IST

'ଇଟିଭି ଭାରତ'ର ମହାପ୍ରଭାବ । ତନୁଜାଙ୍କ ଦୁର୍ଦ୍ଦଶାର ଖବର ପ୍ରଥମେ ପ୍ରସାରିତ ହୋଇଥିଲା ଇଟିଭି ଭାରତରେ । ତନୁଜାଙ୍କ ଦୁଃଖ ଶୁଣିଛି ପ୍ରଶାସନ । ମିଳିଲା ଚାକିରିର ପ୍ରତିଶ୍ରୁତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା

ଝାରସୁଗୁଡା: ଶେଷରେ ତନୁଜାଙ୍କ ଦୁଃଖ ଶୁଣିଛି ପ୍ରଶାସନ । ମିଳିଛି ଚାକିରିର ପ୍ରତିଶ୍ରୁତି । ଜାତୀୟ ଫୁଟବଲ ଖେଳି ନାମ ଅର୍ଜନ କରି ଜାତୀୟ ଖେଳାଳୀରୁ ଛେଳିଚରାଳି ହୋଇଥିବା ତନୁଜା ବାଗଙ୍କ ଦୁଃଖ ବୁଝିଛନ୍ତି ଝାରସୁଗୁଡ଼ା ଜିଲାପାଳ । ଏହା ସାଙ୍ଗକୁ ମାସିକ 8000 ଟଙ୍କାର ପାରିଶ୍ରମିକ ମଧ୍ୟ ମିଳିବ ବୋଲି ଜିଲାପାଳ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଝାରସୁଗୁଡା

'ଇଟିଭି ଭାରତ'ର ମହାପ୍ରଭାବ । ତନୁଜାଙ୍କ ଦୁର୍ଦ୍ଦଶାର ଖବର ପ୍ରଥମେ ପ୍ରସାରିତ ହୋଇଥିଲା ଇଟିଭି ଭାରତରେ । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ତନୁଜାଙ୍କ ପାଇଁ ସରକାରଙ୍କ ତରଫରୁ ଯାହା ସହାୟତା ମିଳିପାରିବ ଦିଆଯିବ କହିଥିଲେ । ଝାରସୁଗୁଡା ଜିଲାପାଳ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ତନୁଜା ଓ ତାଙ୍କର ସ୍ୱାମୀଙ୍କୁ ଜିଲାପାଳ କାର୍ଯ୍ୟାଳୟକୁ ଡାକି ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ପରିବାର ପ୍ରତିପୋଷଣ ପାଇଁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବା ସହ ସ୍ଥାୟୀ ନିଯୁକ୍ତି କରାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଜାତୀୟ ଫୁଟବଲ ଖେଳି ନାମ ଅର୍ଜନ କରି ଜାତୀୟ ଖେଳାଳି ରୁ ଛେଳିଚରାଳି ହୋଇଥିବା ତନୁଜା ବାଗ ଙ୍କ ଦୁଃଖ ବୁଝିଛନ୍ତି ଝାରସୁଗୁଡ଼ା ଜିଲାପାଳ ।

Body:ETV Bharat ରେ ଜାତୀୟ ଫୁଟବଲ ଖେଳି ଆଜିର ଛେଳି ଚରାଇ ଜୀବନ କାଟୁଥିବା ତନୁଜା ଙ୍କ ଖବର ପ୍ରସାରିତ ହେବାପରେ ଆଜି ଝାରସୁଗୁଡା ଜିଲାପାଳ ତନୁଜା ଓ ତାଙ୍କର ସ୍ୱାମୀ ଙ୍କୁ ଜିଲାପାଳ କାର୍ଯ୍ୟଲୟ ଡାକି ଜିଲ୍ଲା କ୍ରୀଡା ଅଧିକାରୀ ସହ ଆଲୋଚନା କରିଥିଲେ ଓ ସମସ୍ତ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ଜିଲାପାଳ ତନୁଜା ଙ୍କୁ ପରିବାର ପ୍ରତିପୋଷଣ ପାଇଁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବା ସହ ସ୍ଥାୟୀ ସମାଧାନ ପାଇଁ ନିଯୁକ୍ତି କରାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Byte1:- ଜ୍ୟୋତିରଞ୍ଜନ ପ୍ରଧାନ , ଜିଲାପାଳ ଝାରସୁଗୁଡ଼ା
Byte2:- One to One with ତନୁଜା ବାଗ , ଜାତୀୟ ଫୁଟବଲ ଖେଳାଳି ।

Conclusion:
Last Updated : Jul 2, 2019, 11:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.