ETV Bharat / state

ପୁରୀ ଅଭିମୁଖେ ଦୌଡିବେ ଅଭିରାମ, ଲୋକଙ୍କୁ ନିଶା ନିବାରଣ ପାଇଁ କରିବେ ସଚେତନ - jharsuguda news

ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ କର୍ମଚାରୀ ଅଭିରାମ ଆଜି(ବୁଧବାର) ସେ ଝାରସୁଗୁଡା ଦୁର୍ଲଗାରୁ ବାହାରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

Abhiram to run from Jharsuguda to Puri
ପୁରୀ ଅଭିମୁଖେ ଦୌଡିବେ ଅଭିରାମ, ଲୋକଙ୍କୁ ନିଶା ନିବାରଣ ପାଇଁ କରିବେ ସଚେତନ
author img

By

Published : Jan 6, 2021, 2:30 PM IST

ଝାରସୁଗୁଡା: ଦୁର୍ଲଗା ଗାଁର ବାସିନ୍ଦା ଅଭିରାମ ଶତପଥୀ । ବୟସ 63 ବର୍ଷ । ଅବସର ପ୍ରାପ୍ତ ବିଦ୍ୟୁତ ବିଭାଗ କର୍ମଚାରୀ ଅଭିରାମ ଆଜି(ବୁଧବାର) ସେ ଝାରସୁଗୁଡା ଦୁର୍ଲଗାରୁ ବାହାରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ନିଶା ନିବାରଣକୁ ନେଇ ଜନ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ଯାତ୍ରା ଆରମ୍ଭ କରିଛନ୍ତି ସେ।

ପୁରୀ ଅଭିମୁଖେ ଦୌଡିବେ ଅଭିରାମ, ଲୋକଙ୍କୁ ନିଶା ନିବାରଣ ପାଇଁ କରିବେ ସଚେତନ

ଦୈନିକ 30 କି.ମି ଦୌଡିବେ । କିଛି ସମୟ ବିଶ୍ରାମ କରି ପୁଣି ଯାତ୍ରା ଆରମ୍ଭ କରିବେ । ଆଜି ଏହି ପରିପ୍ରେକ୍ଷୀରେ ଜିଲାର ବିଭିନ୍ନ ସଂଗଠନ ଓ ବିଭିନ୍ନ ବର୍ଗର ଲୋକେ ସ୍ବାଗତ କରିବା ସହ ଉତ୍ସାହିତ କରିଛନ୍ତି । ଆଗାମୀ 22 ତାରିଖରେ ପୁରୀରେ ପହଞ୍ଚିବା ପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.