ETV Bharat / state

ଗୋଟିଏ ପରିବାରର 5 ଜଣ ଆତ୍ମହତ୍ୟା ଘଟଣା, ଆଜି ଆଉ ଜଣେ ଝିଅ ମୃତ - 5 members of one family suicie attempt case

ଝାରସୁଗୁଡା ଲହଣ୍ଡାବୁଡ଼ରେ ସମୂହ ଆତ୍ମହତ୍ୟା ଘଟଣାରେ ଆଜି ଆଉ ଜଣେ ଝିଅର ମୃତ୍ୟୁ ହୋଇଛି । ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ବନ୍ଦିତା ବିଶ୍ବାଳ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ଗୋଟିଏ ପରିବାରର 5 ଜଣ ଆତ୍ମହତ୍ୟା ଘଟଣା:  ଆଜି ଆଉ ଜଣେ ଝିଅର ମୃତ୍ୟୁ

author img

By

Published : Jun 5, 2020, 1:13 PM IST

ଝାରସୁଗୁଡା: ଗୋଟିଏ ପରିବାରର ସାମୁହିକ ଆତ୍ମହତ୍ୟା ନିଷ୍ପତ୍ତିର କରୁଣ ପରିଣତି । ଝାରସୁଗୁଡା ଲହଣ୍ଡାବୁଡ଼ରେ ସମୂହ ଆତ୍ମହତ୍ୟା ଘଟଣାରେ ଆଜି ଆଉ ଜଣେ ଝିଅର ମୃତ୍ୟୁ ହୋଇଛି । ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ବନ୍ଦିତା ବିଶ୍ବାଳ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ଏବେ ମୃତ୍ୟୁ ସଂଖ୍ୟା 4 କୁ ବୃଦ୍ଧି ପାଇଛି । ପରିବାରର ଜଣେ ମାତ୍ର ଝିଅ ଲିଲି ବିଶ୍ବାଳ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛି। ଗତକାଲି ଗୋଟିଏ ଜୁଇରେ ଜଳିଥିଲେ ପରିବାରର 4 ସଦସ୍ୟ । ନିଜ ପରିବାର ବନ୍ଧୁ ପ୍ରିୟଜନଙ୍କ ଅନୁପସ୍ଥିତରେ ଖଣ୍ଡାୟତ ସମାଜ ଓ ସାଙ୍ଗସାଥୀ ମାନଙ୍କ ଦ୍ଵାରା ବିଟିଏମ କଲୋନୀର ଶ୍ମଶାନ ଘାଟରେ ମା, ଦୁଇପୁତ୍ର ଓ ସାନ ଝିଅ ପିଙ୍କିଙ୍କ ମର ଶରୀରକୁ ଦାହ କରାଯାଇଥିଲା ।

5 ଜଣରୁ 4 ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଭଉଣୀ ସଂକଟାପନ୍ନ ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.