ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିମାନରେ ଉଡ଼ିବେ ୧୮ ଅସହାୟ ଶିଶୁ - ଝାରସୁଗୁଡା ବୀରସୁରେନ୍ଦ୍ର ସାଏ ବିମାନବନ୍ଦର

ସୋମବାର ଝାରସୁଗୁଡାରେ ବୀରସୁରେନ୍ଦ୍ର ସାଏ ବିମାନବନ୍ଦରରେ ଉଡାଣ ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଉଡିବେ ୧୮ ଜଣ ଅସହାୟ ଶିଶୁ । ଅଧିକ ପଢନ୍ତୁ

jharsuguda on udan day
କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିମାନରେ ଉଡ଼ିବେ ୧୮ ଅସହାୟ ଶିଶୁ
author img

By

Published : Nov 21, 2021, 10:39 PM IST

ଝାରସୁଗୁଡା: ବିମାନରେ ଉଡିବେ ଅନାଥ କେନ୍ଦ୍ରର ଶିଶୁ । କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିମାନରେ ଉଡ଼ିବେ ଠକର ବାପା ସେବା ସଦନର ୧୮ ଜଣ ଅସହାୟ ଶିଶୁ । ଏନେଇ ଅନାଥ ଆଶ୍ରମର ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିମାନରେ ଉଡ଼ିବେ ୧୮ ଅସହାୟ ଶିଶୁ

ସୋମବାର ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବ ଉଡାଣ ଦିବସ । ଏହି ଉତ୍ସବରେ ଯୋଗଦେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ । ଉଡ଼ାନ ମନ୍ତ୍ରୀଙ୍କ ସହିତ ବିମାନରେ ଉଡ଼ିବେ ଝାରସୁଗୁଡାର ଠକର ବାପା ସେବା ସଦନର ୧୮ ଜଣ ଅନାଥ ଶିଶୁ । ଏନେଇ ପ୍ରଶାସନ ପକ୍ଷରୁ ଏହି ଶିଶୁଙ୍କୁ ସୂଚିତ କରାଯିବା ପରେ ଏହି ୧୮ ଜଣ ଶିଶୁଙ୍କ ସ୍ବାସ୍ଥ୍ୟ ସହିତ କୋଭିଡ୍ ପରୀକ୍ଷା କରାଯାଇଛି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.