ETV Bharat / state

ସ୍ବାମୀ ଆମିଷ ରୋଷେଇ କରିବାକୁ କହିବାରୁ ଜୀବନ ହାରିଲେ ସ୍ତ୍ରୀ - jajpur sucide news

ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର ।  ଏଭଳି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ବାଲିପଶି ଗାଁରେ । ମୃତ ମହିଳାଙ୍କ ନାମ ସସ୍ମିତା ପଣ୍ଡା ହୋଇଥିବା ବେଳେ ତାଙ୍କ ବାପ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଳଣ ଗ୍ରାମରେ ବୋଲି ଜଣାପଡିଛି ।

women sucide in jajpur
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
author img

By

Published : Jan 17, 2020, 5:54 PM IST

ଯାଜପୁର: ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ବାଲିପଶି ଗାଁରେ । ମୃତ ମହିଳାଙ୍କ ନାମ ସସ୍ମିତା ପଣ୍ଡା ହୋଇଥିବା ବେଳେ ତାଙ୍କ ବାପ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଳଣ ଗ୍ରାମରେ ବୋଲି ଜଣାପଡିଛି ।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ସସ୍ମିତା ଗତ 9ବର୍ଷ ତଳେ ବାଲିପଶି ଗ୍ରାମର ଧନେଶ୍ବର ପଣ୍ଡାଙ୍କୁ ବୈଦିକ ମତେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି । ସ୍ବାମୀ ଧନେଶ୍ବର ଜଣେ ପୁରୋହିତ ଭାବେ କାର୍ଯ୍ୟ କରନ୍ତି । ତେବେ ଶୁକ୍ରବାର ଧନେଶ୍ବର ସ୍ତ୍ରୀ ସସ୍ମିତାଙ୍କୁ ଆମିଷ ରୋଷେଇ କରିବାକୁ କହିବାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏହାପରେ ଧନେଶ୍ବର ପୁରୋହିତ କାମ କରିବାକୁ ଯାଇଥିବା ବେଳେ ସସ୍ମିତା ତାଙ୍କ ଶୋଇବା ଘରେ ଗଳାରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-suicide_death
format-avo
reporter-Gyanaranjan ojha
place-jajpur
date-17.01.20
anchor---ଯାଜପୁର ରୋଡ ଥାନା ବାଲିପଶି ଗାଁରେ ଅଭାବନୀୟ ଘଟଣା । ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର । ଆତ୍ମହତ୍ୟା ସନ୍ଦେହ । ମହିଳାଙ୍କୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ମୃତା ମହିଳାଙ୍କ ନାମ ସସ୍ମିତା ପଣ୍ଡା ହୋଇଥିବା ବେଳେ ତାଙ୍କ ବାପଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଳଣ ଗ୍ରାମରେ ବୋଲି ଜଣାପଡିଛି । ସସ୍ମିତା 9ବର୍ଷ ତଳେ ବାଲିପଶି ଗ୍ରାମର ଧନେଶ୍ବର ପଣ୍ଡାଙ୍କୁ ବୈଦିକ ମତେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି । ସ୍ବାମୀ ଧନେଶ୍ବର ଜଣେ ପୁରୋହିତ ଭାବେ କାର୍ଯ୍ୟ କରନ୍ତି । ସୂଚନା ଅନୁଯାୟୀ ସ୍ତ୍ରୀଙ୍କୁ ଆମିଷ ରୋଷେଇ କରିବାକୁ କହିବାରୁ ଆଜି ସକାଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା । ଧନେଶ୍ବର ପୁରୋହିତ କାମ କରିବାକୁ ଯାଇଥିବା ବେଳେ ପତ୍ନୀ ତାଙ୍କ ଶୋଇବା ଘରେ କବାଟ କିଳି ଗଳାରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.