ETV Bharat / state

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଇନ୍ଦିରା ଆବାସ ଫାଇନାଲ୍ ବିଲ୍ କରାଇବା ପାଇଁ ଲାଞ୍ଚ ନେବା ସାଜିଲା ମହଙ୍ଗା । ରଣଜିତ ରାୟ ନାମକ ଜଣେ ହିତାଧିକାରୀଙ୍କ ଠାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

author img

By

Published : Dec 11, 2019, 8:45 PM IST

vigilance-arrested-peo
vigilance-arrested-peo

ଯାଜପୁର: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । କୋରାଇ ବ୍ଲକ ଜହ୍ନା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୀତାରାଣୀ ସୋରେନଙ୍କୁ ଗିରଫ କରିଛି ଭିଜିଲାନ୍ସ ।

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସୀତାରାଣୀ । ଇନ୍ଦିରା ଆବାସ ଫାଇନାଲ୍ ବିଲ୍ କରାଇବା ପାଇଁ ରଣଜିତ ରାୟ ନାମକ ଜଣେ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:News update : ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଜହ୍ନା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୀତାରାଣୀ ସୋରେନ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ। ଇନ୍ଦିରାଆବାସ ଫାଇନାଲ୍ ବିଲ୍ କରାଇବା ପାଇଁ ରଣଜିତ୍ ରାୟ ନାମକ ଜଣେ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ।Body:ScriptConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.