ETV Bharat / state

ଚିକିତ୍ସା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବା ଦାବିରେ ବିଜେପି ପକ୍ଷରୁ ଦାବିପତ୍ର - ଯାଜପୁର ବିଜେପି

ଯାଜପୁରରେ ଚିକିତ୍ସା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବା ଦାବିରେ ବିଜେପି ପକ୍ଷରୁ ଦାବିପତ୍ର । ଜିଲ୍ଲା ପ୍ରଶାସନକୁ ଦୃଷ୍ଟିଦେବାକୁ ଦାବି । ଅଧିକ ପଢନ୍ତୁ...

ଚିକିତ୍ସା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବା ଦାବିରେ ବିଜେପି ପକ୍ଷରୁ ଦାବିପତ୍ର

author img

By

Published : Apr 28, 2021, 9:49 PM IST

Updated : Apr 28, 2021, 10:39 PM IST

ଯାଜପୁର: ଆଜି କୋରେଇ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ବିଶ୍ବଜିତ ନାୟକଙ୍କ ନେତୃତ୍ବରେ କୋରେଇରେ କୋଭିଡ ଚିକିତ୍ସା ସୁବିଧା ବୃଦ୍ଧି ପାଇଁ ଏକ ଦାବିପତ୍ର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି l ଏଥିରେ ବିଭିନ୍ନ ଅଞ୍ଚଳରେ କୋଭିଡ ଟେଷ୍ଟିଙ୍ଗ ବଢାଇବା ସହିତ ବ୍ୟାସନଗର ପୌରପରିଷଦ ଓ କୋରେଇ ବ୍ଲକରେ ଦୁଇଟି ପୃଥକ ଆଇସୋଲେସନ ସେଣ୍ଟର ସ୍ଥାପନ ପାଇଁ ମଧ୍ୟ କହିଛନ୍ତି l

ଚିକିତ୍ସା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବା ଦାବିରେ ବିଜେପି ପକ୍ଷରୁ ଦାବିପତ୍ର

କୋରେଇ ଅଞ୍ଚଳରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ସୁବିଧା ସହିତ କୋଭିଡ ମହାମାରୀର ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରିବା ଓ ପ୍ରତ୍ୟେକ ସପ୍ତାହରେ ବ୍ୟାସନଗର ସହରକୁ ସାନିଟାଇଜର କରିବାକୁ ମଧ୍ୟ ଦାବି କରିଛନ୍ତି l ଏଭଳି ମହାମାରୀ ସମୟରେ ଯଦି ଆବଶ୍ୟକ ହୁଏ, ତେବେ ବିଜେପି ଦଳ ସମ୍ପୂର୍ଣ ଭାବରେ ପ୍ରଶାସନକୁ ସହଯୋଗ କରିବ ବୋଲି ମଧ୍ୟ କହିଛନ୍ତି ବିଶ୍ବଜିତ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 28, 2021, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.