ETV Bharat / state

ଯାଜପୁରରେ ଆରମ୍ଭ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା - ଯାଜପୁରରେ ଆରମ୍ଭ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା

ଯାଜପୁର ଜିଲ୍ଲାରେ ଆଜିଠାରୁ ମ୍ୟାଟ୍ରିକ ସମେଟିଭ ପରୀକ୍ଷା ଆରମ୍ଭ । ନୂତନ ପ୍ରକ୍ରିୟାରେ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଯାଜପୁରରେ ଆରମ୍ଭ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା

author img

By

Published : Jan 6, 2022, 7:49 AM IST

ଯାଜପୁର: ଜିଲ୍ଲାର ବ୍ଲକର ପଞ୍ଚାୟତ ଓ ପୌର ପରିଷଦରେ ଆଜିଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ । ନୂତନ ପକ୍ରିୟାରେ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଆଜି ପ୍ରଥମ ଦିନରେ ସାହିତ୍ୟ ଓ ଗଣିତ ପରୀକ୍ଷା ଥିଲା । କୋଭିଡ କଟକଣା ଭିତରେ ଛାତ୍ରଛାତ୍ରୀ ସକାଳ ୯ଟାରୁ ପରୀକ୍ଷା ହଲରେ ପ୍ରବେଶ କରିଥିଲେ ୧.୧୫ରେ ପରୀକ୍ଷା ଶେଷ ହେଇଥିଲା ।

ଯାଜପୁରରେ ଆରମ୍ଭ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା

ତେବେ ପ୍ରଥମେ ଏହି ପକ୍ରିୟାରେ ପରୀକ୍ଷା ସକାଳ ପୂର୍ବରୁ ମନରେ ଭୟର ଆଶଙ୍କା ଦେଖାଦେଇଥିଲା । ତେବେ ପରୀକ୍ଷା ଦେବା ପରେ ଛାତ୍ରଛାତ୍ରୀ ମାନରେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସେପଟେ ପ୍ରଥମ ଥର ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସିବିଏସସି ଢାଞ୍ଚାରେ ପରୀକ୍ଷା ଆରମ୍ଭ ହେଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.